ବଲିଉଡ଼ରେ ଏଣ୍ଟ୍ରି କରିବେ ବିଶ୍ୱ ସୁନ୍ଦରୀ ମାନୁଷି ଚୀଲର ଉ

ସମୟ ଲାଇଭ,୧୫/୧୧:ବଲିଉଡ଼ରେ ଏଣ୍ଟ୍ରି କରିବେ ମାନୁଷୀ ଚୀଲର। ୨୦୧୭ ମସିହାରେ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିବା ସୁନ୍ଦରୀ ମାନୁଷୀ ଚୀଲର ବଲିଓଡ଼ରେ ଏଣ୍ଟ୍ରି କରିବା ନେଇ ଯେଉଁ କଳ୍ୱନା ଜଳ୍ପନା ଲାଗି ରହିଥିଲା ତାର ଏବେ ଅନ୍ତଃ ଘଟିଛି। ବଲିଉଡ଼ରେ ଡେବ୍ୟୁ କରିବା ସହ ଅକ୍ଷୟ କୁମାରଙ୍କ ସହ ନଜର ଅସିବେ ମାନୁଷୀ। ପୃଥ୍ୱୀରାଜଙ୍କ ଚୌହାନଙ୍କ ଜୀବନିକୁ ନେଇ ଆଧାରିତ ଫିଲ୍ମ ‘ପୃଥ୍ୱୀରାଜ’ରେ ସଂଯୁକ୍ତା ଚରିତ୍ର ରେ ନଜର ଆସିବେ ମାନୁଷୀ।ତେବେ ଏଥିରେ ‘ସଂଯୁକ୍ତା’ ଚରିତ୍ରକୁ ପରଫେକ୍ଟ କରିବା ପାଇଁ ୟଶରାଜ ଟିମ୍‌ ମାନୁଷୀଙ୍କୁ ୯ ମାସ ଧରି ଟ୍ରେନିଙ୍ଗ୍‌ ଦେଉଥିବା ମଧ୍ୟ ଶୁଣିବାକୁ ମିଳୁଛି ।

Launching Ceremony of “AYUSHMAN BHARAT

Comments are closed.