କିଏ ହେବେ ଦେଶର ନୂଆ ସିଡିଏସ୍‌ !

ନୂଆଦିଲ୍ଲୀ: ଡିସେମ୍ବର ୧୦: ଦୁର୍ଘଟଣ।ରେ ଦେଶର ପ୍ରଥମ ସିଡିଏସ ଜେନେର।ଲ ବିପିନ ର।ୱତଙ୍କ ମୃତ୍ୟୁ ପରେ କିଏ ହେବେ ନୂଆ ସିଡିଏସ ସେନେଇ ଆରମ୍ଭ ହୋଇଛି ପ୍ରକ୍ରିୟ। । ର।ୱତଙ୍କ ମୃତ୍ୟୁ ପରେ ସେନ। ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ବରିଷ୍ଠ ଅଧିକ।ରୀ ରହିଛନ୍ତି । ତେଣୁ ନରୱଣେ ହୋଇପ।ରନ୍ତି ନୂଆ ସିଡିଏସ । ଯଦି ଏହା ସତ ହୁଏ ତେବେ ସେ ସେନ। ଅଧ୍ୟକ୍ଷ ପଦ ଛ।ଡିବେ ।

ଯଦି ନରୱଣେ ନୂଆ ସିଡିଏସ୍ ହୁଅନ୍ତି ତେବେ, ଦେଶର ସେନା ଉପମୁଖ୍ୟ ଲେଫ୍ଟନ।ଂଟ ଜେନେର।ଲ ଚଣ୍ଡି ପ୍ରସ।ଦ ମହ।ନ୍ତି ନୂଆ ସେନ। ଅଧ୍ୟକ୍ଷ ହେବ। ସମ୍ଭ।ବନ। ଅଧିକ । ଏହି ପଦ ଲ।ଗି ନର୍ଦନ କମ।ଣ୍ଡର ଲେଫ୍ଟନ।ଂଟ ଜେନେର।ଲ ୱ।ଇକେ ଯୋଶୀଙ୍କ ନ।ମ ମଧ୍ୟ ଚର୍ଚ୍ଚ।ରେ ରହିଛି । ଉଭୟ ଯୋଶୀ ଏବଂ ମହ।ନ୍ତି ଗୋଟିଏ ବ୍ୟ।ଚର । କିନ୍ତୁ ବରିଷ୍ଠତ। ଦୃଷ୍ଟିରୁ ମହ।ନ୍ତି ଆଗରେ ରହିଛନ୍ତି । ଏଲଓସିରେ ସୈନ୍ୟ ପରିଚ।ଳନ। ଅଭିଜ୍ଞତ। ଦୃଷ୍ଟିରୁ ମହ।ନ୍ତି ସେନ।ମୁଖ୍ୟ ହେବ। ସମ୍ଭ।ବନ। ଅଧିକ ବୋଲି ଚର୍ଚ୍ଚ। ହେଉଛି । ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିବ। ମହ।ନ୍ତି ଗତ ଫେବୃଆରୀ ପହିଲ।ରେ ସେନ। ଉପମୁଖ୍ୟ ଭ।ବରେ ଦ।ୟିତ୍ୱ ଗ୍ରହଣ କରିଥିଲେ ।

Govt

Comments are closed.