ବଙ୍ଗୋମୁଣ୍ଡା: ଫେବୃଆରୀ ୨୫: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା । ସିନ୍ଧେକେଲା ପୋଲିସ ବଙ୍ଗମୁଣ୍ଡା କୋର୍ଟରେ ଚାର୍ଜସିଟର କମିଟମେଣ୍ଟ କରିଛି । ଆଗକୁ ଏହି ମାମଲାର ଏଡିଜି କଣ୍ଟାବାଂଜିରେ ଶୁଣାଣି ହେବ । ତେବେ ଗତବର୍ଷ ଅକ୍ଟୋବର ୮ ତାରିଖରେ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସମେତ ୨ ଜଣଙ୍କୁ ଗିରଫ କରିଥିଲା ।
Comments are closed.