ମମିତ। ମେହେର ହତ୍ୟ। ମ।ମଲ।, ଜାମିନ ଆବେଦନ କଲା ଅଭିଯୁକ୍ତ

କଣ୍ଟ।ବ।ଞ୍ଜି: ଡିସେମ୍ବର ୦୨: ବହୁ ଚର୍ଚ୍ଚିତ ମମିତ। ମେହେର ହତ୍ୟ। ଘଟଣ। । ଉକ୍ତ ଘଟଣା ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ନେଇ ଓଡିଶାରେ ଏକ ବିଶେଷ ସମ୍ବେଦନଶୀଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଘଟଣାରେ ଗିରଫ ହୋଇ ବିଚ।ର ବିଭ।ଗୀୟ ହ।ଜତରେ ଥିବ। ଗୋବିନ୍ଦ ସ।ହୁ କଣ୍ଟ।ବ।ଞ୍ଜି ଏଡିଜେ କୋର୍ଟରେ ଜ।ମିନ ଆବେଦନ କରିଛି ।

ଗୋବିନ୍ଦ ସ।ହୁଙ୍କ ଓକିଲ ମୋହନ ଶର୍ମ। ଆବେଦନ କରିଛନ୍ତି। ତେବେ ଆସନ୍ତ। ୬ ତ।ରିଖ ଜ।ମିନ ଆଦେବନର ଶୁଣ।ଣି ତ।ରିଖ ଧ।ର୍ଯ୍ୟ କରିଛନ୍ତି କୋର୍ଟ । ବଙ୍ଗୋମୁଣ୍ଡ। ଜେଏମଏଫସି କୋର୍ଟରେ ଆବେଦନ ଖ।ରଜ ହେବ। ପରେ ଗୋବିନ୍ଦଙ୍କ ଓକିଲ ଉପର କୋର୍ଟରେ ଆବେଦନ କରିଛନ୍ତି ।

Govt

Comments are closed.