ଘଣ୍ଟି ବଜାଇ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ଶୁଭାରମ୍ଭ କରିବେ ମମତା ଓ ଶେଖ ହାସିନା

ସମୟ ଲାଇଭ,୯/୧୧:କୋଲକାତାର ଇଡେନଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଘଣ୍ଟି ବଜାଇ ଆରମ୍ଭ କରିବେ ବୋଲି ଜଣାପଡିଛି। ଏହାବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ମ୍ୟାଚ ଦିନ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି। ଚେସ୍‌ ଖେଳାଳି ବିଶ୍ୱନାଥ ଆନନ୍ଦ, ଟେନିସ ଷ୍ଟାର ସାନିଆ ମିର୍ଜା, ବ୍ୟାଟମିଣ୍ଟନ ଖେଳାଳି ପିଭି ସିନ୍ଧୁ, ବକ୍ସର ମ୍ୟାରିକମ, ଶୁଟର ଅଭିନବ ବିନ୍ଦ୍ରା ମଧ୍ୟ ଉପସ୍ଥିତି ରହିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ ନିମନ୍ତ୍ରଣ କରିଛି। ଏମାନଙ୍କୁ ମଧ୍ୟ ଏଠାରେ ସମ୍ମାନିତ କରାଯିବାର କାର୍ୟ୍ୟକ୍ରମ ରହିଛି।

Launching Ceremony of “AYUSHMAN BHARAT

Comments are closed.