ସବ୍ୟସାଚୀଙ୍କ ଜୀବନ ହେଇଗଲା ମାଟି

ସମୟ ଲାଇଭ,୨୩/୧୦: କଥାଟା ଶୁଣିବାକୁ ଟକେ ଅଲଗା ଲାଗୁଛିନା। ପ୍ରକୃତ କଥାଟା ହେଲା ସବ୍ୟସାଚୀ ଏଲିନାଙ୍କ ଆଗାମୀ ଚଳଚିତ୍ର ମାଲମୋହୁ ଜୀବନ ମାଟି ଫିଲ୍ମରେ ନାୟିକା ଏଲିନା ସବ୍ୟଙ୍କ ଜୀବନ କରିଦେଉଛନ୍ତି ମାଟି। ଫିଲ୍ମରେ ସବ୍ୟସାଚି ମାଇକେଲ ଭୂମିକାରେ ନଜର ଆସିବାକୁ ଥିବାବେଳେ ରାଧିକା ଭୂମିକାରେ ନଜର ଆସିବେ ବ୍ୟୁଟି କୁଇନ ଏଲିନା। ଏଥିରେ ସବ୍ୟସାଚି ଏଲିନାଙ୍କ ପାଇଁ ପାଗଳ ହେଉଛନ୍ତି ଆଉ ଏଲିନା ତାଙ୍କ ଜୀବନକୁ ମାଟି କରିଦେଉଛନ୍ତି। ଦୁହିଁଙ୍କ କେମିଷ୍ଟ୍ରି ଭଲ ଜମିବ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ନଭେମ୍ବର ୮ତାରୀଖରେ ପ୍ରେକ୍ଷାଳୟକୁ ସିନେମାଟି ଆସିବ ବୋଲି କହିଛନ୍ତି କାହାଣୀର ନାୟକ ସବ୍ୟସାଚୀ।

Launching Ceremony of “AYUSHMAN BHARAT

Comments are closed.