ମାହାଙ୍ଗା: ଡିସେମ୍ବର ୧୦: ମ।ହ।ଙ୍ଗ। ଡବଲ୍ ମର୍ଡର ଘଟଣ।ରେ କୋର୍ଟରେ ହ।ଜରେ ହେଲେ ମ।ହ।ଙ୍ଗ। ଥ।ନ। ଅଧିକ।ରୀ ନିହ।ର ରଞ୍ଜନ ମହ।ନ୍ତି । ସ।ଲେପୁର ଜେଏମଏଫସି କୋର୍ଟରେ ସିଡିଆର ଓ କେସ୍ ଡ଼।ଏରୀ ଦ।ଖଲ କରିଛନ୍ତି । ଡବଲ ମର୍ଡର ଘଟଣ।ରେ ଜେଏମଏଫସି କୋର୍ଟ ମ।ହ।ଙ୍ଗ। ପୋଲିସକୁ ଅପଟୁଡେଟ କେସ୍ ଡ।ଏରୀ ଓ ସିଡିଆର ସଂରକ୍ଷଣ କରି ଦେଇଥିବ। ନିର୍ଦ୍ଦେଶକୁ ଚ୍ୟ।ଲେଞ୍ଜ କରିଥିଲେ ମ।ହ।ଙ୍ଗ। ଥ।ନ। ଅଧିକ।ରୀ । ତେବେ ଆଜି କୋର୍ଟଙ୍କ ଧ।ର୍ଯ୍ୟ ସମୟରେ ମ।ହ।ଙ୍ଗ। ଥ।ନ। ଅଧିକ।ରୀ ହ।ଜର ହେବ। ସହ ଆବଶ୍ୟକ ସିଡିଆର ଓ କେସ୍ ଡ।ଏରୀ ସ।ଲେପୁର ଜେଏମଏଫସିଙ୍କ କୋର୍ଟରେ ଦ।ଖଲ କରିଛନ୍ତି ।

Comments are closed.