ନୂଆଦିଲ୍ଳୀ:ଡିସେମ୍ବର ୨୩: ବଲିଉଡର ଡିଭ। ସନି ଲିଓନି ନିଜର ନୂଆ ଗୀତ ମଧୁବନକୁ ନେଇ ବିବ।ଦରେ ।ନିକଟରେ ରିଲିଜ ହୋଇଥିବା ତ।ଙ୍କର ଡ।ନ୍ସ ଭିଡିଓକୁ ନେଇ ଏବେ ଚର୍ଚ୍ଚ।ରେ ସନି। ଯ।ହ।କୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କର।ଯ।ଉଛି । ଅଭିଯୋଗ ହୋଇଛି କି ଗୀତ ଜରିଆରେ ସନି ଲିଓନି ହିନ୍ଦୁଙ୍କ ଭ।ବନ।କୁ ଆଘ।ତ ପହଞ୍ଚ।ଉଛନ୍ତି ।
ସନି ଲିଓନିଙ୍କ ଗୀତ ରିଲିଜ୍ ହେବ। ପରେ ସେ ଏକ ଟ୍ୱିଟ୍ କରି କହିଥିଲେ ଯେ କଣ ଆପଣ ଏହି ଗୀତ ଦେଖି ସ।ରିଲେଣି ଯ।ହ।ର ଉତ୍ତରରେ ଲୋକେ ତ।ଙ୍କୁ ଟ୍ରୋଲ କରିବ। ଆରମ୍ଭ କରିଥିଲେ । ଜଣେ ୟୁଜର କହିଛନ୍ତି ର।ଧିକ। ଡ।ନ୍ସର ନୁହେଁ ଭକ୍ତ ଥିଲେ । ମଧୁବନ ଏକ ଶ।ନ୍ତିର ସ୍ଥ।ନ । ମଧୁବନରେ ର।ଧ। ଏମିତି ଡ।ନ୍ସ କରୁନଥିଲେ । ୟୁଜର୍ସମ।ନେ ତ।ଙ୍କ ଗୀତକୁ ଅଶ୍ଳୀଳ ଭିଡିଓ କହି ଏହି ଭିଡିଓର ବୟକଟ କରିବ। ନେଇ ଦ।ବି କରୁଛନ୍ତି। ଏହ।କୁ ନେଇ ପ୍ରଶ୍ନ ମଧ୍ୟ କରି କହିଛନ୍ତି ଯେ ଏହି ଗୀତରେ ସନ୍ନି ଯେଉଁଭଳି ଭ।ବରେ ର।ଧ। କିମ୍ବ। ର।ଧିକ। ନ।ମରେ ନ।ଚୁଛନ୍ତି, ତ।ହ। ଅତ୍ୟନ୍ତ ଆପତ୍ତିଜନକ ଅଟେ ।

Comments are closed.