ଜୀବନ କୈାଶଳ ଶିକ୍ଷା ଶୀର୍ଷକ ପ୍ରଶିକ୍ଷଣ ଶିବିର ଉଦଯାପିତ

ସମୟ ଲାଇଭ,୩୦/୧୦: ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲା ଦ୍ୱାରା ଆୟୋଜିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ସହଯୋଗରେ ଜୀବନ କୈାଶଳ ଶିକ୍ଷା ଶୀର୍ଷକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପୟଦୀପ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ନିଜର ଜୀବନଶୈଳୀ ରୁପକ ଶିକ୍ଷାକୁ ନିଜ ଭିତରେ ବୁଝିପାରି କାର୍ଯ୍ୟକ୍ଷତ୍ରରେ ଳଗାଇପାରିବେ ସେ ଗିଗରେ ବୀବରଣି ଦେଇଥିଲେ। ଏଥିସହିତ ଜୀବନ କୈଶଳ ଶିକ୍ଷାକୁ ତିନୋଟି ବିଭାଗରେ ବିଭକ୍ତ କରାଯିବ ବୋଲି ମଧ୍ୟ କହିଥିଲେ। ପ୍ରଶିକ୍ଷକ ଭାବେ ଚିକିତ୍ସା ମନୋବିଜ୍ଞାନୀ ଡ଼ଃ ଗୀତା ବାଶ୍ରା,ସେବକ ବ୍ଳେସେଟ ପ୍ରଭାତ ରଞ୍ଜନ ନାୟକ,ମାନଶିମ ଚିକିତ୍ସକ ଡ଼ଃ ନିରୁପମା ବେହେରା ଏଡିଏମଓ ଚାରୁବାଳା ରଥଙ୍କ ପ୍ରତକ୍ଷ ଯହଯୋଗରେ ତିନି ଦିନ ବାପି ଛାତ୍ର ଛାତ୍ରୀ ମାନଙ୍କର ଜୀବନ କୈାଶଳ ଶିକ୍ଷା ଉପରେ ବ୍ରଶୀକ୍ଷଣ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରିଙ୍କ କାର୍ଯାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ଶିକ୍ଷକ ଶକ୍ଷତ୍ରୀ ପ୍ରଶିକ୍ଷଣ ନେଇଥିଲେ। ପରେ ପରେ ସେମାନଙ୍କୁ ସାର୍ଟିଫିକେଟ ଦେବା ପରେ ସେକାନେ ବିଭିନ୍ନ ସ୍କୁଲରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନିର୍ଦ୍ଦେଶ ପାଇଥିଲେ।  ଉକ୍ତ ଆଲୋଚନାଚକ୍ରରେ ଅନେକ ଶିକ୍ଷକ ଓ ଶିକ୍ଷତ୍ରୀ ଏବଂ ବୁଦ୍ଧିଜୀବି ଯୋଗଦେଇଥିଲେ।

Launching Ceremony of “AYUSHMAN BHARAT

Comments are closed.