ଭିକ୍‌-କ୍ୟାଟ୍‌ ଜୀବନସାଥୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ପରିଶେଷରେ ନିଜ ସ୍ୱପ୍ନର ରାଜକୁମାର ତଥା ଅଭିନେତା ଭିକି କୌଶଲ୍‌ଙ୍କୁ ବିବାହ କରିଛନ୍ତି । ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଡିସେମ୍ବର ୯ ତାରିଖରେ ଧୁମଧାମରେ ରାଜସ୍ଥାନର ୭୦୦ ବର୍ଷ ପୁରୁଣା ସିକ୍ସ ସେନ୍ସ ଦୁର୍ଗରେ ବିବାହ ସମ୍ପନ୍ନ ହୋଇଛି ।
 ଭିକ୍‌-କ୍ୟାଟ୍‌ ଜୀବନସାଥୀ

କ୍ୟାଟ୍ରିନା କୈଫ୍‌ ଇନଷ୍ଟ୍ରାଗ୍ରାମରେ ବିବାହର କିଛି ଫଟୋ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଫଟୋରେ ନବଦମ୍ପତ୍ତି ବହୁତ ସୁନ୍ଦର ଏବଂ ଗ୍ରେସଫୁଲ୍‌ ଦେଖାଯାଉଥିଲେ । ପଞ୍ଜାବୀ ରୀତିନୀତି ଅନୁଯାୟୀ ହୋଇଥିବା ବିବାହରେ କ୍ୟାଟ୍ରିନା ଲାଲ୍‌ ରଙ୍ଗର େଲେହଙ୍ଗା ସହ ଗୋଲେïନ ଡାଏମଣ୍ଡ ଜୁଏଲାରୀ ପିନ୍ଧିଥିବା ବେଳେ ଭିMି କୌଶଲ୍‌ ରାଜପୁତ ଶୈଳୀରେ ଶେରୱାନି ପିନ୍ଧିଥିବା ନଜର ଆସିଥିଲେ ।
 ଭିକ୍‌-କ୍ୟାଟ୍‌ ଜୀବନସାଥୀ

ଏହାସହ ଫଟୋରେ କ୍ୟାଟ୍ରିନାଙ୍କ ନିର୍ବନ୍ଧ ମୁଦି ଦେଖିବାକୁ ମିଳିଥିଲା, ଯାହା ଏବେ ବେଶ୍‌ ଚର୍ଚ୍ଚାରେ । କ୍ୟାଟ୍ରିନା ପିନ୍ଧିଥିବା ପ୍ଲାଟିନମ୍‌ ଡାଏମଣ୍ଡ ରିଙ୍ଗ୍‌ର ଦାମ୍‌ ୭.୪ ଲକ୍ଷ ହେବ ବୋଲି କୁହାଯାଉଛି । କ୍ୟାଟ୍ରିନା-ଭିMିଙ୍କ ଗ୍ରାଣ୍ଡ୍‌ େୱଡିଂ ଲଗାତାର କିଛି ଦିନ ଧରି ଶିରୋନାମାରେ ରହିଛି । ଏହି ଲଭ୍‌ବାର୍ଡଙ୍କ ବିବାହକୁ ସିକ୍ରେଟ୍‌ ରଖାଯାଇଥିଲା । ୭ ଡିସେମ୍ବରରୁ ବିବାହ ସମାରୋହ ଆରମ୍ଭ ହୋଇଥିଲା ।
 ଭିକ୍‌-କ୍ୟାଟ୍‌ ଜୀବନସାଥୀ
ଏହି ରୟାଲ୍‌ େୱଡିଂରେ ଉଭୟଙ୍କ ପରିବାର ଲୋକଙ୍କ ବ୍ୟତୀତ କିଛି ଖାସ୍‌ ବନ୍ଧୁ ଏବଂ ସମ୍ପର୍କୀୟ ସାମିଲ ହୋଇଥିଲେ ।

Launching Ceremony of “AYUSHMAN BHARAT

Comments are closed.