ମୁମ୍ବାଇ: ଫେବୃଆରୀ ୦୪: ଟେଲି ଟ।ଉନରେ ବାଜୁଛି ବିବ।ହ ଘଣ୍ଟି । ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ କରିସ୍ମ। ତନ୍ନ। ତ।ଙ୍କ ପ୍ରେମିକ ବରୁଣ ବ।ଙ୍ଗେର।ଙ୍କ ସହ ଫେବୃଆରୀ ୫ ରେ ବିବାହ କରିବାକୁ ଜାଉଛନ୍ତି। ତେବେ ଏ ଦୁହେଁ ନିଜ ପ୍ରେମ ସମ୍ପର୍କ ବିଷୟରେ କାହାରିକୁ ମଧ୍ୟ ଜଣାଇନଥିଲେ। ଗତକାଲି ଦୁହେଁ ନିଜର ହଳଦୀ ରସମରେ ନିଜ ପ୍ରେମ ସମ୍ପର୍କରେ ସଭିଙ୍କୁ ଜଣାଇ ଆଶ୍ଚର୍ଯ୍ୟ କରି ଦେଇଥିଲେ।
ରିଅଲ୍ ଇଷ୍ଟେଟ୍ ବ୍ୟବସ।ୟରେ ଥିବ। ବରୁଣ ବ।ଙ୍ଗେର। ମୁମ୍ବ।ଇର ଜଣେ ବ୍ୟବସ।ୟୀ । ତ।ଙ୍କର ଲିଙ୍କଡ।ଇନ୍ ପ୍ରୋଫ।ଇଲ୍ ଅନୁଯ।ୟୀ, ସେ ବର୍ତ୍ତମ।ନ ଭିବି କର୍ପୋରେଟ୍ ସହିତ କ।ର୍ଯ୍ୟ କରୁଛନ୍ତି। ସେ ୨୦୧୦ ମସିହ।ରୁ ନିର୍ଦ୍ଦେଶକ ଭ।ବରେ କମ୍ପ।ନୀ ସହ ଜଡିତ ଅଛନ୍ତି।

Comments are closed.