ଜିଓ ଓ ବିଏସଏନଏଲର ବ୍ରଡ଼ବ୍ୟାଣ୍ଡ ପ୍ଲାନକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି କି?

ସମୟ ଲାଇଭ୍‍, ୧୯/୧୦: ଜିଓ ଓ ବିଏସଏନଏଲ୍‍ ଗ୍ରହେକଙ୍କୁ ଦେଇଛନ୍ତି କିଛି ଖାସ୍‍ ବ୍ରଡ଼ବ୍ୟାଣ୍ଡ ପ୍ଲାନ୍‍। ଜିଓ ୬୯୯ଟଙ୍କାର ପ୍ଲାନ ଉପଲବ୍ଧ କରିଥିବାେଳେ ବିଏସଏନଏଲର ୨୪୯୯ ଟଙ୍କିଆ ପ୍ଲାନ୍‍ ରହିଛି। ତେବେ କେଉଁ ପ୍ଲାନ୍‍ ଉପଭୋକ୍ତାଙ୍କୁ ଅଧିକ ସୁବିଧା ଯୋଗାଇଦେବ ତାହାର ବିଶ୍ଳେଷଣ କରାଯାଉଛି।
୨୪୯୯ଟଙ୍କିଆ ପ୍ଲାନରେ ବିଏସ୍‍ଏନଏଲ୍‍ ପ୍ରତିଦିନ ୧୦୦ ଏମବିପିଏସ୍‍ ସ୍ପିଡ଼ରେ ମୋଟ ୪୦ ଜିବି ଡ଼ାଟା ପ୍ରଦାନ କରୁଥିବାବେଳେ ୬୯୯ ଟଙ୍କିଆ ପ୍ଲାନ୍‍ରେ ଜିଓ ଦୈନିକ ୫୦୦ ଏମବିପିଏସ୍‍ ସ୍ପିଡ଼ରେ ଡ଼ାଟା ଯୋଗାଇବ। ୧୨୫୦ ଜିବି ଡ଼ାଟା ସହ ଅତିରିକ୍ତ ୨୫୦ ଜିବି ଡ଼ାଟା ଏହିପରି ମୋଟ ୧୫୦୦ ଜିବି ଡ଼ାଟା ଜିଓ ପ୍ଲାନରେ ସାମିଲ କରିଛି।
ତେବେ ଉଭୟ ଜିଓ ଓ ବିଏସଏନଏଲ ଏହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ଼୍‍ ଭଏସ୍‍ କଲର ସୁବିଧା ମଧ୍ୟ ଦେଇଛନ୍ତି। ତେବେ ଜିଓରେ ଏହା ବ୍ୟତୀତ ଏକ୍ସପେରିଏନ୍ସ, ୪କେ ସେଟଅପ୍ୱକ୍ସ,ପ୍ରିମିୟମ୍‍ କଣ୍ଟେଣ୍ଟର ଆସେସ୍‍ ମଧ୍ୟ ମିଳିବ।

Launching Ceremony of “AYUSHMAN BHARAT

Comments are closed.