ଚାଚା ନେହେରୁଙ୍କ ବିଷୟରେ ଜଣାଅଜଣା ଖବର

ସମୟ ଲାଇଭ୍‍,୧୪/୧୧: ଆଜି ଦେଶବ୍ୟାପୀ ଜବାହର ଲାଲ ନେହେରୁଙ୍କ ଜନ୍ମଦିବସ ପାଳନ କରାଯାଇଥିବାବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁଦିବସ ପାଳନ କରାଯାଉଛି। ଜାଣନ୍ତୁ ଦେଶର ଶିଶୁମାନଙ୍କ ପାଇଁ ଚାଚାଜୀ ଭାବେ ପରିଚିତି ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବିଷୟରେ କିଛି ଜଣାଅଜଣା ତଥ୍ୟ…


ଜନ୍ମ – ୧୮୮୯ ମସିହା ନଭେମ୍ବର ୧୪ ତାରିଖ
ପୂରା ନାମ-ପଣ୍ଡିତ ଜବାହର ଲାଲ ନେହେରୁ

ବାପାଙ୍କ ନାମ – ମୋତୀଲାଲ ନେହେରୁ
ମାତାଙ୍କ ନାମ – ସ୍ୱରୁପାରାଣୀ


ପତ୍ନୀଙ୍କ ନାମ – କମଳା ନେହେରୁ
ଜନ୍ମ ସ୍ଥାନ – ଆହ୍ଲାବାଦ
ତିରୋଧାନ – ୨୭ ମେ, ୧୯୬୪
ତିରୋଧାନର ସ୍ଥାନ: ନୂଆଦିଲ୍ଲୀ
ଦେଶର ସ୍ୱାଧୀନତା ପ୍ରାପ୍ତିରେ ନେହେରୁଙ୍କ ଅବଦାନ
ଦେଶବାସୀଙ୍କୁ ମୁକ୍ତିର ସ୍ୱାଦ ଚଖାଇବା ପାଇଁ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସେ ଜାତୀୟ କଂଗ୍ରେସର ସଦସ୍ୟ ଥିଲେ ଏବଂ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।

Launching Ceremony of “AYUSHMAN BHARAT

Comments are closed.