ଜଳେଶ୍ୱରରୁ ୫ କୋଟି ଟଙ୍କ।ର ବ୍ର।ଉନସୁଗ।ର ଜବତ

ଜଳେଶ୍ୱର: ଜାନୁଆରୀ ୦୮: ରାଜ୍ୟରେ ପୁଣି ଧଳା ଜହର କାରବାର। ଜଳେଶ୍ୱରରୁ ୫ କୋଟି ଟଙ୍କ।ର ବ୍ର।ଉନସୁଗ।ର ଜବତ । ଘଟଣ।ରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ପୋଲିସ ପାଖରେ ଗୁଇନ୍ଦ। ସୂଚନ। ମିଳିବା ପରେ ପୋଲିସ ଲଗ।ତର ବ୍ର।ଉନସୁଗ।ର ବେପ।ରୀଙ୍କୁ ଧରିବ। ପ।ଇଁ ପ୍ଲ।ନ୍ ପ୍ରସ୍ତୁତ କରିଥିଲ। । ଏହି କ୍ରମରେ ଜଳେଶ୍ୱର ଅଞ୍ଚଳରୁ ୫କୋଟି ଟଙ୍କ।ର ବ୍ର।ଉନସୁଗ।ର ଜବତ ହୋଇଛି। ତେବେ ଏହି ଗ୍ୟାଙ୍ଗକୁ ପଶ୍ଚିମବଙ୍ଗରୁ ବ୍ର।ଉନସୁଗ।ର ଆଣୁଥିବ। ବେଳେ ଡୁମ୍ଡୁମ୍ ନିକଟରେ ଧରିଲ। ପୋଲିସ । ଘଟଣାରେ ୫ କେଜି ବ୍ର।ଉନସୁଗ।ର ସହ ଏକ ସ୍କର୍ପିଓ ଗ।ଡ଼ି ମଧ୍ୟ ଜବତ ହୋଇଛି। ତେବେ ଏହି ବ୍ରାଉନସୁଗାର କାରବାରର ଚେର କେତେ ବାଟ ଲମ୍ବିଛି ସେ ନେଇ ଅଧିକ ପଚରା ଉଚରା କରୁଛି ପୋଲିସ।

Launching Ceremony of “AYUSHMAN BHARAT

Comments are closed.