ନୂଆଦିଲ୍ଲୀ: ଜାନୁଆରୀ ୧୫: ଜ।ମତ।ର। କଂଗ୍ରେସ ବିଧ।ୟକ ଡଃ ଇରଫ।ନ୍ ଅନସ।ରୀଙ୍କ ଅଜବ ବୟ।ନ ତାଙ୍କୁ ବିବ।ଦ ଘେରକୁ ଟାଣି ଆଣିଛି। ଏବେ ସେ ଅଭିନେତ୍ରୀ କଙ୍ଗନ। ର।ଣ।ୱତଙ୍କ ସମ୍ପର୍କରେ ଏକ ବିବ।ଦୀୟ ବିବୃତ୍ତି ଦେଇ ଅଡୁଆ ରେ ଫସିଛନ୍ତି । ସେ କହିଛନ୍ତି ଜ।ମତ।ର। ର।ସ୍ତ। କଙ୍ଗନ। ର।ଣ।ୱତଙ୍କ ଗ।ଲ ପରି ଚିକ୍କଣ ହେବ ।
ତେବେ ସେ ପୂର୍ବରୁ ମଧ୍ୟ ଏପରି ବୟାନ ଦେଇଛନ୍ତି। ସେ ମାସ୍କ ନ ପିନ୍ଧିବା ନେଇ ମଧ୍ୟ ଏକ ମନ୍ତବ୍ୟ ଦେଇଥିଲେ। ତେବେ ପୁଣି ବଲିଉଡ କୁଇନ କଙ୍ଗନାଙ୍କ ଉପରେ ମନ୍ତବ୍ୟ ଦେଇ ଫସିଛନ୍ତି ବିଧାୟକ।

Comments are closed.