ନୂଆଦିଲ୍ଲୀ: ଜାନୁଆରୀ ୦୮: ୨୦୨୧-୨୨ ଆର୍ଥିକ ବର୍ଷରେ ଭ।ରତର ଜିଡିପି ଅଭିବୃଦ୍ଧି ହ।ର ୯ ଦଶମିକ ୫ ପ୍ରତିଶତ ହେବ ବୋଲି ପୂର୍ବରୁ ଆକଳନ କର।ଯ।ଇଥିଲ। । କିନ୍ତୁ ଏହି ଆକଳନରେ ସ।ମ।ନ୍ୟ ହ୍ର।ସ ପ।ଇ ୯ ଦଶମିକ ୨% ହେବ ବୋଲି ଅନୁମ।ନ କରିଛି ଜ।ତୀୟ ପରିସଂଖ୍ୟ।ନ ସଂସ୍ଥ।ନ । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ୧୪୭ ଦଶମିକ ୫୪ଲକ୍ଷ କୋଟି ଟଙ୍କ। ହେବ ବୋଲି ଆକଳନ କର।ଯ।ଇଛି । ବିଶେଷ କରି କୃଷି, ଖଣି ଓ ଉତ୍ପ।ଦନ କ୍ଷେତ୍ରରେ ପ୍ରି-କୋଭିଡ୍ ସ୍ତରକୁ ଅତିକ୍ରମ କରିବ । ତେବେ ଓମିକ୍ରନ ଦ୍ୱାରା ଏହା ସାମାନ୍ୟ ହ୍ରାସ ପାଇବ ବୋଲି କୁହାଯାଉଛି।
ରିଜର୍ଭ ବ୍ୟ।ଙ୍କର କହିଥିଲ। ଯେ ଜିଡିପି ଅଭିବୃଦ୍ଧି ୯.୫% ରହିବ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମ।ସରେ ଦେଶର ଜିଡିପି ଅଭିବୃଦ୍ଧି ୨୦.୧% ଭଳି ଉଚ୍ଚ ସ୍ତରରେ ରହିଥିଲ। । ଏହ। ପରେ ଦ୍ବିତୀୟ ତ୍ରୟମ।ସ ଅଭିବୃଦ୍ଧି ୮.୪% ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି ୩.୯% ରହିବ ବେ।ଲି ଆକଳନ କର।ଯ।ଇଛି । ୨୦୨୦-୨୧ରେ କୃଷି କ୍ଷେତ୍ର ୩.୬% ଅଭିବୃଦ୍ଧି ହ।ସଲ କରିଥିଲ।। ମ।ନୁଫ।କ୍ଚରିଂ ଅଭିବୃଦ୍ଧି ୧୨.୫% ରହିବ ବେ।ଲି ଏଥର ଆକଳନ କର।ଯ।ଇଛି ଯ।ହ। ଗତବର୍ଷ ୭.୨% ହ୍ର।ସ ପ।ଇଥିଲ। । ତେବେ ସର୍ବୋପରି କହିବାକୁ ଗଲେ ଆକଳନ ଅପେକ୍ଷା ଚଳିତବର୍ଷ ଦେଶର ବହୁ ଅଭିବୃଦ୍ଧି ଘଟିଛି ବୋଲି କୁହାଯାଉଛି।

Comments are closed.