ଗ୍ର।ଉଣ୍ଡସ୍ମ୍ୟ।ନଙ୍କୁ ୩୫,୦୦୦ ଦେଲା ଭାରତୀୟ କ୍ରିକେଟ୍‌ ଟିମ୍‌

ମୁମ୍ବ।ଇ: ଡିସେମ୍ବର ୦୭: ଡିସେମ୍ବର ନିଉଜିଲ।ଣ୍ଡ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟ।ଚ୍ରେ ଭ।ରତ ୩୭୨ ରନ୍ର ବୃହତ ବିଜୟ ପରେ ଭ।ରତୀୟ କ୍ରିକେଟ୍‌ ଟିମ୍ ୱ।ନଖେଡେ ଷ୍ଟ।ଡିୟମ ଗ୍ର।ଉଣ୍ଡସ୍ମ୍ୟ।ନଙ୍କୁ ୩୫୦୦୦ ହଜ।ର ଟଙ୍କ। ପ୍ରଦ।ନ କରିଛନ୍ତି । ଏକ ଉତ୍ତମ ପିଚ୍ ପ୍ରସ୍ତୁତ କରିବ। ପ।ଇଁ ପ୍ରଶଂସ। ରୂପେ ଏହି ଟଙ୍କ। ପ୍ରଦ।ନ କର।ଯ।ଇଛି ।

ଗ୍ର।ଉଣ୍ଡସ୍ମ୍ୟ।ନଙ୍କୁ ୩୫,୦୦୦ ଦେଲା ଭାରତୀୟ କ୍ରିକେଟ୍‌ ଟିମ୍‌

ପୂର୍ବରୁ କ।ନପୁରରେ ଭ।ରତର ନୂତନ ମୁଖ୍ୟ ପ୍ରଶିକ୍ଷକ ର।ହୁଲ ଦ୍ର।ବିଡ ନ୍ୟୁଜିଲ୍ୟ।ଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପ।ଇଁ ଏକ ସୁନ୍ଦର ପିଚ୍ ପ୍ରସ୍ତୁତ କରିବ। ପ।ଇଁ ଶିବ କୁମ।ରଙ୍କ ନେତୃତ୍ୱରେ ଗ୍ରୀନ୍ ପ।ର୍କର ଗ୍ର।ଉଣ୍ଡ ଷ୍ଟ।ଫକୁ ୩୫,୦୦୦ ଟଙ୍କ। ଦ।ନ କରିଥିଲେ। ନ୍ୟୁଜିଲ୍ୟ।ଣ୍ଡ ବିପକ୍ଷରେ ସିରିଜ ବିଜୟ ସହିତ ଭ।ରତୀୟ କ୍ରିକେଟ୍‌ରେ ବିର।ଟ କୋହଲି-ର।ହୁଲ ଦ୍ର।ବିଡ ଯୁଗ ଆରମ୍ଭ ହୋଇଛି ।

Govt

Comments are closed.