ସମୟ ଲାଇଭ,୨୯/୧୦: ଦିବାରାତ୍ର ଟେଷ୍ଟ ମ୍ୟାଚକୁ ନେଇ ଯେଉଁ କଲ୍ପନା ଜଲ୍ପନା ଲାଗି ରହିଥିଲା ଆଜି ତାର ଅନ୍ତ ଘଟିଛି। ଆଗାମି ନଭେମ୍ବର ୨୨ ତାରିଖରେ ଭାରତ ଖେଳିବ ତାର ପ୍ରଥମ ଆନ୍ତର୍ଜାତିକ ଟେଷ୍ଟ ମ୍ୟାଚ। କେବଳ ଭାରତ ନୁହେଁ ବାଂଲାଦେଶ ବି ଖେଳିବାକୁ ଯାଉଛି ତାର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ। ଏହି ମ୍ୟାଚ ପିଙ୍କ୍ ବଲରେ ଖେଳିବାକୁ ଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଏଥିରେ ସହମତି ପ୍ରକାଶ କରିଛନ୍ତି। ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବା ନେଇ ଭାରତ ଦେଇଥିବା ପ୍ରସ୍ତାବରେ ବାଂଳାଦେଶ ଗ୍ରିନ୍ ସିଗନାଲ ଦେଇଥିବାବେଳେ ମ୍ୟାଚ ଖେଳିବା ନେଇ ସହମତି ପ୍ରକାଶ କରିଛି।


Comments are closed.