ଚାମ୍ପିଆନସ୍ ଟ୍ରଫି ଫାଇନାଲରେ ଭାରତ: ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ସମୟ ବ୍ୟୁରୋ:ଆଇସିସି ଚାଂପିଅନ୍ସ ଟ୍ରଫି ଫାଇନାଲରେ ଭାରତ । ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇ ଫାଇନାଲରେ ଭାରତ ।ବଦଲା ନେଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍‌ରେ ପହଞ୍ଚିଲା।୨୦୨୩ ବିଶ୍ବକପ ପରାଜୟର ପ୍ରତିଶୋଧ ନେଲା ଭାରତ।କୋହଲିଙ୍କ ୮୪ ରନ୍‌ର ଦମ୍‌ଦାର୍ ଇନିଂସ ଭାରତକୁ ବିଜୟ ଦେଲା।ଭାରତକୁ 265 ଟାର୍ଗେଟ୍ ଦେଇଥିଲା ଅଷ୍ଟ୍ରେଲିଆ। ଦଳ ଗତ ପ୍ରଦର୍ଶନ ଯୋଗୁଁ ଭରଟ ଏହି ଟାର୍ଗେଟକୁ ଅତି ସହଜରେ ହାସଲ କରି ନେଇଛି।

ଟିମ୍ ଇଣ୍ଡିଆର ବଡ଼ ବିଜୟ ପରେ ଦେଶର ବିଭିନ୍ନ ଜାଗାରେ ବାଣ ଫୁଟାଇ ଖୁସି ମନାଇଛନ୍ତି କ୍ରିକେଟ୍ ପ୍ରେମୀ ।ମାର୍ଚ୍ଚ ୯ରେ ଦୁବାଇରେ ଫାଇନାଲ ଖେଳିବ ରୋହିତ ବାହିନୀ ।

 

Launching Ceremony of “AYUSHMAN BHARAT

Comments are closed.