ସମୟ ଲାଇଭ୍,୬/୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ, ହତ୍ୟା ଓ ମୃତ ଶରୀରକୁ ଜାଳିଦେବା ଘଟଣାରେ ଧରାଯାଇଥିବା ୪ ଅଭିଯୁକ୍ତ ପୋଲିସ୍ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦ ପୋଲିସ୍ ହେପାଜତରେ ଥିବା ୪ ଦୁଷ୍କର୍ମକାରୀଙ୍କୁ ଘଟଣାସ୍ଥଳରେ ସିନ୍ ରିକ୍ରିଏଟ୍ ପାଇଁ ନିଆଯାଉଥିବାବେଳେ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ୍ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଯଥୋଚିତ ଦଣ୍ଡ ମିଳିଥିବାରୁ ସାରା ଦେଶରେ ଏକ ପ୍ରକାର ଆଶ୍ୱସ୍ତି ପ୍ରକାଶ ପାଇଛି।

Comments are closed.