କେମିତି କଟିବ ସପ୍ତାହ: ୧୯ ଜୁନ୍‌ – ୨୫ ଜୁନ୍‌

ମେଷ: ଆର୍ଥିକ ଅବନତି ସହିତ ମାନସିକ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଅସହଯୋଗ ମନକୁ ଅଶାନ୍ତି କରିବ । ବ୍ୟବସାୟିକ ସ୍ଥିତି ସାମାନ୍ୟ ମାନ୍ଦା ରହିପାରେ । ପାରିବାରିକ ସ୍ଥିତିରେ ମଧ୍ୟ ସମସ୍ୟା ହୋଇପାରେ । ଛାତ୍ରଛାତୀଙ୍କ ପାଇଁ ମଧ୍ୟ କଠିନ ସମୟ ରହିପାରେ ।
ପ୍ରତିକାର: ଗଣେଙ୍କ ପାଖରେ ନାଲିମନ୍ଦାର ଫୁଲ ଅର୍ପଣ କର;ୁ ।

ବୃଷ: ସପ୍ତାହ ଭଲରେ କଟିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ ମାନସିକ କ୍ଷେତ୍ରରେ ଶାନ୍ତି ମିଳିବ । ପାରିବାରିକ ସମ୍ପର୍କ ଖୁବ୍‌ ମଜଭୁତ ରହିବ ।
କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ସହିତ ସମ୍ପର୍କ ଖୁବ୍‌ ଭଲରେ କଟିବ । ପାଟନରସିପ୍‌୍‌୍‌ରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ସମୟ ଖୁବ୍‌୍‌ ଭଲରେ କଟିବ । ଛାତ୍ରଛାତୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କୁ ଧଳା ଫୁଲ ଅର୍ପଣ କର;ୁ ।

ମିଥୁନ: ପୂର୍ବରୁ ଅଟକି ଥିବା ସରକାରୀ କାର୍ଯ୍ୟ ଏଥର ହୋଇଯିବ ।
ପଇସା-ପତ୍ରକୁ ନେଇ ଅଟକି ଥିବା କାର୍ଯ୍ୟ ଏହି ସପ୍ତାହରେ ହୋଇଯିବ ।
ମାନସିକସ୍ଥିତି ଖୁବ୍‌୍‌ ଭଲ ରହିବ । ଆର୍ଥିକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବେ । ଗୃହିଣୀମାନେ କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ ।
ପ୍ରତିକାର: ବିଷ୍ଣୁ ସହସ୍ରନାମ ପାଠକର;ୁ ।

କର୍କଟ: ପୂର୍ବରୁ ଅପେକ୍ଷା କରିଥିବା ଫଳ ଏହି ସପ୍ତାହରେ ମିଳିବ ।
ପାରିବାରିକ ସ୍ଥିତି ମଧ୍ୟ ଭଲରେ କଟିବ । ପୂର୍ବରୁ ଥିବା ବିବାହ ଏହି ସପ୍ତାହରେ ସମାଧାନ ହୋଇଯିବ । ସନ୍ତାନମାନଙ୍କ ସହିତ ସମୟ ଅତିବାହିତ କରିବେ । ବ୍ୟବସାୟରେ ମଧ୍ୟ ସମୟ ଦେବେ । ଗୃହିଣୀମାନେ ଘର କାମରେ ଖୁସି ଅନୁଭବ କରିବେ ।
ପ୍ରତିକାର: ମନିପ୍ଲାଣ୍ଟ୍‌ଗଛରେ ପାଣିରେ କ୍ଷୀର ମିଶାଇ ଦିଅ;ୁ ।

ସିଂହ: ଅତ୍ୟଧିକ ପରିଶ୍ରମ କାରଣରୁ ପାରିବାରିକ ଜୀବନ ଅଶାନ୍ତି ରହିବ । କର୍ମ କରିବା ସହିତ ପରିବାର ସହିତ ସମୟ ଅତିବାହିତ କର;ୁ ।
ବ୍ୟବସାୟରେ ଲାଭ ମିଳିବ, ପୂର୍ବରୁ ଅଟକି ଥିବା ପଇସା ଫେରି ପାଇବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦିଅ;ୁ । ଗୃହିଣୀଙ୍କ ସମୟ ମଧ୍ୟ ଭଲରେ କଟିବ । ବିବାହ ଉପଯୋଗୀ ପ୍ରାର୍ଥୀଙ୍କ ବିବାହ ସ୍ଥିର ହୋଇଯିବ ।
ପ୍ରତିକାର: ସୂର୍ଯ୍ୟଙ୍କ ପୂଜା କରିବା ସହିତ ପ୍ରତିଦିନ ଆଦିତ୍ୟ ରୁଦ୍ର ସ୍ତୋତ୍ର ପାଠକର;ୁ ।

କନ୍ୟା: ପୂର୍ବସପ୍ତାହରେ ଥିବା ବିବାଦ ଏହି ସପ୍ତାହରେ ସମାଧାନ ହୋଇଯିବ । କର୍ମକ୍ଷେତ୍ର କିମ୍ବା ପାରିବାରିକ ବିବାଦର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ମନ ଦେଇ କାର୍ଯ୍ୟ କରିବା କାରଣରୁ ପୁରସ୍କୃତ ମଧ୍ୟ ହୋଇପାରନ୍ତି । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ମାନସିକ ସ୍ଥିତି ଖୁବ୍‌୍‌ଭଲ ରହିବ । ସନ୍ତାନମାନଙ୍କ ସମୟ ମଧ୍ୟ ଭଲରେ କଟିବ । ଛାତ୍ରଛାତ୍ରୀମାନେ ପାଠପଢାରେ ସମୟ ଦେବେ ନାହିଁ । ଗୃହିଣୀମାନେ ସତର୍କ ରୁହ;ୁ, ଗୋଡ଼ରେ ଆଘାତ ଲାଗିପାରେ ।
ପ୍ରତିକାର: ବିଷ୍ଣୁ ସହସ୍ର ନାମ ପାଠକରନ୍ତ ।

ତୁଳା: ପୂର୍ବରୁ ଅଟକି ଥିବା କାର୍ଯ୍ୟ ଖୁବ୍‌ଶୀଘ୍ର ହୋଇଯିବ । ପୂର୍ବରୁ ଅଟକି ଥିବା ବିଲ୍‌୍‌ ପାସ୍‌୍‌ ହୋଇଯିବ । ବ୍ୟବସାୟରେ ଲାଭ ମିଳିବାସହିତ ପୁଞ୍ଜି ନିବେଶ କରିପାରନ୍ତି ।
କର୍ମଚାରୀମାନେ ସତର୍କ ରୁହ;ୁ, ମିଥ୍ୟା ଗୁଜବ କାରଣରୁ ମନ ଅଶାନ୍ତ ରହିପାରେ । ପାରିବାରିକ ସ୍ଥିତି ଖୁବ୍‌ ଭଲ ରହିବ । ସନ୍ତାନଙ୍କ ପାଇଁ ସମୟ ଭଲ ରହିଛି । ମହିଳାମାନେ ସତର୍କ ରୁହ;ୁ, ଥଣ୍ଡା, କାଶ, କଫ ଇତ୍ୟାଦି ରୋଗ ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖୁବ୍‌ ୍‌ଭଲରେ କଟିବ ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କୁଗେଣ୍ଡୁ ଫୁଲ ଦେଇ ପୂଜାକର;ୁ ।

ବିଛା: ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ସହଯୋଗ ମିଳିବ । ବ୍ୟବସାୟରେ ନୂତନ ଚିନ୍ତାଧାରା କାରଣରୁ ଉନ୍ନତି ମିଳିବ । ମାନସିକ କ୍ଷେତ୍ରରେ ଉନ୍ନତି ମିଳିବ । ପାରିବାରିକ ସ୍ଥିତି ମଧ୍ୟ ଭଲରେ କଟିବ । ମାନସିକ ସ୍ଥିତି ମଧ୍ୟ ଭଲ ରହିବ । ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ । ଗୃହିଣୀଙ୍କ ପାରିବାରିକ ସ୍ଥିତି ମଜଭୁତ ରହିବ ।
ପ୍ରତିକାର: ଗଣେଶଙ୍କୁ ନାଲିମନ୍ଦାର ଫୁଲ ଅର୍ପଣ କର;ୁ ।

ଧନୁ: ଆତ୍ମୀୟଙ୍କ ଅସୁସ୍ଥତା ଓ ବିୟୋଗମନକୁ ଭାରାକ୍ରାନ୍ତ କରିପାରେ । ମନ ବିଚଳ ଥିବା କାରଣରୁ କର୍ମକ୍ଷେତ୍ର ଓ ବ୍ୟବସାୟରେ ସମସ୍ୟା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଖୁବ୍‌ ଭଲ ସମୟ । ଗୃହିଣୀମାନେ ନୂତନ ଅଳଙ୍କାର ପ୍ରାପ୍ତି କରିପାରନ୍ତି ।
ପ୍ରତିକାର: ପାଖରେ ସବୁବେଳେ ହଳଦିଆରୁମାଲ୍‌ ରଖ;ୁ ।

ମକର: ସପ୍ତାହ ଭଲରେ କଟିବ । ଶୁଭଖବର ପ୍ରାପ୍ତି ମନକୁ ଖୁସିରଖିବ । ବିବାହ ସ୍ଥିର ହୋଇପାରେ । ପୂର୍ବରୁ ଥିବା ବିବାଦର ସମାଧାନ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ, ବ୍ୟବସାୟରେ ମନ ମୁତାବକ ଫଳ ମିଳିବ । ପାରିବାରିକ ସ୍ଥିତି ମଧ୍ୟ ଠିକ୍‌ ରହିବ । ଗୃହିଣୀମାନଙ୍କ ସମୟ ଖୁବ୍‌ଭଲରେ କଟିବ ।
ପ୍ରତିକାର: ଜଗନ୍ନାଥଙ୍କୁ ନୀଳ ଅପରାଜିତା ଫୁଲ ଅର୍ପଣ କର;ୁ ।

କୁମ୍ଭ: ପୁର୍ବରୁ ଥିବା ଯନ୍ତ୍ରଣା, ସମସ୍ୟା ଦୂରହେବ । କର୍ମକ୍ଷେତ୍ରରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ବଚସା ହୋଇପାରେ । ବ୍ୟବସାୟରେ ବେଶ୍‌ ଲାଭ ମିଳିବ । ପାରିବାରିକ ସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ । ଗୃହିଣୀଙ୍କ ସମୟ ଭଲରେ କଟିବ, ଦୂର ଯାତ୍ରା କରିପାରନ୍ତି ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କ ପାଖରେ ପଦ୍ମଫୁଲ ଅର୍ପଣ କର;ୁ ।

ମୀନ: ଶାରୀରିକ ଅସୁସ୍ଥତା କାରଣରୁ ମାନସିକ ଚାପ ବଢ଼ିିପାରେ । କଫ, କାଶ, ଥଣ୍ଡା ଇତ୍ୟାଦି ରୋଗ ହୋଇପାରେ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । କାର୍ଯ୍ୟଭାର ବୃଦ୍ଧି କାରଣରୁ ଶରୀରକୁ ଅବହେଳା କରିପାରନ୍ତି । ବ୍ୟବସାୟିକ ସ୍ଥିତି ସାମାନ୍ୟ ରହିବ । ପାରିବାରିକ ସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ ଭଲ ଫଳ ଦେବେ । ଗୃହିଣୀଙ୍କ ପାଇଁ ସମୟ ଭଲରେ କଟିବ ।
ପ୍ରତିକାର: ତାରିଣୀଙ୍କୁ ପୂଜା କର;ୁ ।

Govt

Comments are closed.