ଗିରଫ ହେଲେ ହିନ୍ଦୁସ୍ଥାନୀ ଭାଉ

ମୁମ୍ବାଇ: ଫ୍ରେବୃଆରୀ ୦୧: ୟୁଟ୍ୟୁବର୍ ଏବଂ ବିଗବସ୍ ୧୩ ଖ୍ୟ।ତ ବିକ।ଶ ଫ।ଟ।କ, ଓରଫ୍‌ ’ହିନ୍ଦୁସ୍ତ।ନୀ ଭ।ଉ’ଙ୍କୁ ଛ।ତ୍ରଛ।ତ୍ରୀଙ୍କ ପ୍ରତିବ।ଦରେ ସାମିଲ ଥିବା ଅଭିଯୋଗରେ ମୁମ୍ବ।ଇ ପୋଲିସ ଗିରଫ କରିଥିଲ।। ଘଟଣ।ରେ ଜଡିତ ଅନ୍ୟମ।ନଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲ।। ଖବର ଅନୁଯ।ୟୀ, ଛ।ତ୍ରଛ।ତ୍ରୀମ।ନେ ଫ।ଟକଙ୍କ ଏକ ଭିଡିଓ ଦେଖିବ। ପରେ ର।ସ୍ତ।ରେକୁ ଓହ୍ଲାଇଥିଲେ। ଯାହାକି ଦଶମ ଏବଂ ଦ୍ୱ।ଦଶ ଶ୍ରେଣୀ ପ।ଇଁ ଅଫଲ।ଇନ୍ ପରୀକ୍ଷ। ପ୍ରସଙ୍ଗରେ ଚିନ୍ତ। ବଢାଇଥିଲା। ଛ।ତ୍ରଙ୍କ ପ୍ରତିବ।ଦରେ ଇକ।ର ଖ।ନ ୱ।କର ଖ।ନକୁ ମଧ୍ୟ ପୋଲିସ ଗିରଫ କରିଛି । ବ।ନ୍ଦ୍ର। କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଫେବୃଆରୀ ୪ ତ।ରିଖ ପର୍ଯ୍ୟନ୍ତ ରିମ।ଣ୍ଡରେ ପଠ।ଇଛନ୍ତି।

ସମ୍ପ୍ରତି ଛ।ତ୍ରଛ।ତ୍ରୀମ।ନେ ଅନଲ।ଇନ୍ ପରୀକ୍ଷ। ଦ।ବିରେ ମୁମ୍ବ।ଇ ଏବଂ ନ।ଗପୁରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହିନ୍ଦୁସ୍ତ।ନୀ ଭ।ଉ ଇନଷ୍ଟ।ଗ୍ର।ମରେ ଛ।ତ୍ରଛ।ତ୍ରୀଙ୍କୁ ଉତ୍ସ।ହିତ କରୁଥିବ। ଅଭିଯୋଗ ହେବ। ପରେ ସେମ।ନେ ମୁମ୍ବ।ଇର ଧର।ବୀରେ ମହ।ର।ଷ୍ଟ୍ର ଶିକ୍ଷ। ମନ୍ତ୍ରୀ ଭର୍ସ। ଗ।ଇକୱ।ଡଙ୍କ ବ।ସଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Launching Ceremony of “AYUSHMAN BHARAT

Comments are closed.