କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ୍‌

କଟକ:ଆଇଆରବି ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ଲାଗିଲା ଅଙ୍କୁଶ । ବୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଥିଲା ତେଣୁ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଛନ୍ତି ହାଇକୋର୍ଟ।ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଲା ଏହି ରୋକ୍‌ ।ବୟସ ଅତିକ୍ରାନ୍ତ ପରୀକ୍ଷାର୍ଥୀଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ପରେ ରୋକ୍‌ ଲାଗିଛି। ଏନେଇ ହାଇକୋର୍ଟରେ ଦାୟର ହୋଇଥିଲା ଏକ ମାମଲା। ଆସନ୍ତା 20 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। 1800 କନଷ୍ଟେବଳ ପଦବୀ ପାଇଁ ଆସନ୍ତା 17ରୁ ହୋଇଥାନ୍ତା ପ୍ରକ୍ରିୟା।

 

 

Launching Ceremony of “AYUSHMAN BHARAT

Comments are closed.