ଉଚ୍ଚ ରକ୍ତଚାପ

ସମୟ ଲାଇଭ୍‍,୩୧/୧୦ : ଆଜିକାଲି ସମୟରେ ଉଚ୍ଚରକ୍ତଚାପ ସବୁ ବର୍ଗର ବ୍ୟକ୍ତିଙ୍କ ଠାରେ ପ୍ରକାଶ ପାଇବାରେ ଲାଗିଛି। ଏହା ଏକ ବଡ଼ ସମସ୍ୟା ରୂପେ ପରିଗଣିତ ମଧ୍ୟ ହେଉଛି। ତେବେ ଜାଣନ୍ତୁ କ’ଣ ଏହି ଉଚ୍ଚ ରକ୍ତଚାପ ଓ ଏହାର ଉପଚାର …..
– ଅତି ସରଳ ଭାବେ କହିଲେ ଅତ୍ୟଧିକ ମାନସିକ ଚିନ୍ତା କାରଣରୁ ଉଚ୍ଚରକ୍ତଚାପ ରୋଗ ହୋଇଥାଏ।
– ଅତ୍ୟଧିକ ଝାଳ ବୋହିବା, ଅସ୍ତବ୍ୟସ୍ତ ଲାଗିବା ଉଚ୍ଚ ରକ୍ତଚାପର ପ୍ରମୁଖ କାରଣ ଅଟେ।
– ତେବେ ଏହି ସମସ୍ୟାରୁ ବର୍ତ୍ତିବାକୁ ହେଲେ ଡ଼ାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ଉଚିତ୍‍।

– ସେହିପରି ନିୟମିତ ପ୍ରାଣାୟମ, ଯୋଗାସନ, ପ୍ରାତଃ ଭ୍ରମଣ ଦ୍ୱାରା ଉଚ୍ଚ ରକ୍ତଚାପରୁ ରକ୍ଷା ପାଇ ପାରିବେ।
– ଏହାସହ ଖାଦ୍ୟପେୟ ଦିଗରେ ମଧ୍ୟ ସତର୍କ ରହିବାକୁ ହେବ। ତେଲମସଲାଯୁକ୍ତ ଖାଦ୍ୟ ପରିବର୍ତ୍ତେ ସବୁଜ ପନିପରିବା ସିଝା ଖାଦ୍ୟରେ ସାମିଲ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ପରି ସମସ୍ୟା ହୋଇ ନଥାଏ।

Launching Ceremony of “AYUSHMAN BHARAT

Comments are closed.