ଆହୁରି ୪ଦିନ ବର୍ଷିବ

୩୬ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ

ସମୟ ଲାଇଭ,୨୩/୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇଛି ଫଳରେ ରାଜ୍ୟରେ ଲାଗି ରହିଛି ବର୍ଷା। ବିଶେଶଷ କରି ଦକ୍ଷିଣ ଓ ଉପକୂଳମର୍ତ୍ତୀ ଓଡ଼ିଶାରେ ବର୍ଷାର ପରିମାଣ ବଢୁଛି ବୋଲି ଆଞ୍ଚଳିକ ପାଣିପାଗ ଅଫିସ ତରଫରୁୁ ସୁଚନା ମିଳିଛି।

ଗଞ୍ଜାମ,ପୁରୀ,ଗଜପତି,ମାଲକାନଗିରି ଆଦି ଜିଲ୍ଲାରେ ବର୍ଷାର ପରିମାଣ ଅଧିକା ହୋଇଛି।

ଉପକୂଳ ଓଡ଼ିଶା ବଲେଶ୍ୱର,ଭଦ୍ରକ,କେନ୍ଦୁଝର,ଯାଜପୁର ଆଦି ଜିଲ୍ଲାରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ହେବ। ଳଘୁଚାପ ପ୍ରଭାବରେ ଆଗାମୀ ୩୬ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ। ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁ୍‍ଦ୍ର ଭିତରକୁ ଜୀବାକୁ ବାରଣ କରାଯାଇଛି।
Launching Ceremony of “AYUSHMAN BHARAT

Comments are closed.