କମ୍‌ ଶୁଣାଯାଉଛି କି?

କୌଣସି ନା କୌଣସି କାରଣରୁ ଶ୍ରବଣ କ୍ଷମତା ହ ୍ରାସ ପାଇଥାଏ ଯାହା ବିଳମ୍ବରେ ଜଣାପଡେ । ଏପରି କ୍ଷେତ୍ରରେ ଯଥାଶୀଘ୍ର ଚିକିସିା କରିବା ଉଚିତ । ଯେତେବେଳେ ଆମକୁ ଅନୁଭବ ହୁଏ ଯେ କିଛି ସମସ୍ୟା ରହିଛି ସେତେବେଳେ ୩୦ ପ୍ରତିଶତ କୋଷିିକା ନଷ୍ଟ ହୋଇଯାଇଥାଏ ଏବଂ ଥରେ ନଷ୍ଟ ହୋଇଥିବା କୋଷ ସବୁଦିନ ପାଇଁ ମରିଯାଏ । ନିମ୍ନରେ ଜାଣ;ୁ ଏହାର ଲକ୍ଷଣ ବିଷୟରେ ।

କାନ ଲାଲ୍‌ ହୋଇଯିବା:

କମ୍‌ ଶୁଣାଯାଉଛି କି?

କାନ କୁଣ୍ଡେଇବା ପାଇଁ ପିନ୍‌, କାଠି ଏବଂ ଚାବିର ବ୍ୟବହାର ଫଳରେ କାନ ସଂକ୍ରମଣ ହୋଇପାରେ । ଏହାଦ୍ୱାରା କାନ ଲାଲ୍‌ ହୋଇଯାଏ, କୁଣ୍ଡେଇ ହୁଏ ଏବଂ ଦରଜ ହୋଇଥାଏ । ଏପରି ଜିନିଷର ବ୍ୟବହାର କର;ୁ ନାହିଁ ।

କାନର ୱାକ୍ସ:

କମ୍‌ ଶୁଣାଯାଉଛି କି?

କାନ ମଧ୍ୟରେ ଏକ ପ୍ରକାର ତୈଳ ତିଆରି ହୋଇଥାଏ ଯାହାକୁ ସିଟୋମିନ୍‌ କୁହାଯାଏ । ଏହା କାନର ଦୁର୍ଗନ୍ଧ ଦୂର କରିବାରେ ସହାୟକ ହୋଇଥାଏ । ଯଦି କାନରେ ସିଟୋମିନ ତିଆରି ହେବା କମ୍‌ ହୋଇଯାଏ କିମ୍ବା ବନ୍ଦ ହୋଇଯାଏ ତେବେ କାନ ଦୁର୍ଗନ୍ଧ ହୁଏ, ଯାହାକୁ ୱାକ୍ସ କୁହାଯାଏ । ୱାକ୍ସ ଶୁଖିବା ଫଳରେ କାନ ପାଚିିବା ଏବଂ ପୂଜ ଜମା ହେବା ଆରମ୍ଭ ହୋଇଯାଏ । ଯଦି ଏହାକୁ ଅଣଦେଖା କରନ୍ତି ତେବେ ପୀଡିତଙ୍କ ଶ୍ରବଣ କ୍ଷମତା ହ ୍ରାସ ପାଇବ । ଜ୍ୱର ଏବଂ ଅନ୍ୟ ପ୍ରକାର ସଂକ୍ରମଣ ଦ୍ୱାରା ମଧ୍ୟ କାନର ପର୍ଦ୍ଦାରେ ଛିଦ୍ର ହୋଇଯାଏ ।

କାନ ବିନ୍ଧିବା:

କମ୍‌ ଶୁଣାଯାଉଛି କି?

ଅଧିକ ସମୟ ଧରି କାନ ବିନ୍ଧିବା ସମସ୍ୟା ଦେଖାଦେଲେ କାନ ବଧୀରା ହୋଇଯାଇପାରେ । ଯଦି ଗୋଟିଏ ବର୍ଷରେ ଚାରି ପାଞ୍ଚ ଥରରୁ ଅଧିକ ଟନ୍ସିଲ ସମସ୍ୟା ଦେଖାଦିଏ , ଦୀର୍ଘ ଦିନ ଧରି ଥଣ୍ଡା ଲାଗି ରହେ, ନିଃଶ୍ୱାସ ନେବାରେ ସମସ୍ୟା ଲାଗି ରହେ, କାନ ଦରଜ ହୁଏ ତେବେ ଇଏନ୍‌ଟି ବିଶେଷଜ୍ଞଙ୍କ ପରାମର୍ଶ ନିଅ;ୁ । ଏହା ହେଉଛି କାନ ରୋଗର ସମସ୍ୟା ।

କାନରେ ସିଟି ବାଜିବା:
କମ୍‌ ଶୁଣାଯାଉଛି କି?

ଯଦି ଫୋନ୍‌ରେ କଥା ହେବା ସମୟରେ ଠିକ୍‌ରେ ଶୁଣାଯାଉନି କିମ୍ବା ଅଚାନକ କାନରେ ସିଟି ବାଜିବା ପରି ଶବ୍ଦ ଶୁଣାଯାଉଛି ତେବେ ଏଥିପ୍ରତି ଅବହେଳା କର;ୁ ନାହିଁ । ଏହା ଆକଷ୍ଟିକ ୟୁରୋମାର ଲକ୍ଷଣ ହୋଇପାରେ ଏବଂ ଏହାକୁ ଅଣଦେଖା କଲେ କାନ ବଧୀରା ହେବା ସମସ୍ୟା ଦେଖାଦେଇଥାଏ । ବାସ୍ତବରେ ଆକଷ୍ଟିିକ୍‌ ୟୁରୋମା ଏକ ଟୁ୍ୟମର । ଯାହାଦ୍ୱାରା କ୍ୟାନ୍ସର ହୋଇନଥାଏ, କି;ୁ ଏହା ଧୀରେ ଧୀରେ ଶ୍ରବଣ କ୍ଷମତାକୁ ହ ୍ରାସ କରିଥାଏ ଏବଂ ଅନେକ ସମୟରେ ବ୍ୟକ୍ତି ଶ୍ରବଣ କ୍ଷମତା ହରାଇ ବସିଥାଏ । ଏହି ଲକ୍ଷଣ ଏତେ ଧୀର ଭାବରେ ବୃଦ୍ଧି ପାଇଥାଏ ଯେ ଠିକ୍‌ ସମୟରେ ଜଣାପଡେ ନାହିଁ ।

ଅନ୍ୟ ଲକ୍ଷଣ:

କମ୍‌ ଶୁଣାଯାଉଛି କି?
କାନରେ ଜମିଥିବା ମଇଳା, ମସ୍ତିଷ୍କରେ ଲାଗିଥିବା ଆଘାତ ଏବଂ କାନର ପରଦା ନଷ୍ଟ ହେବା ଯୋଗୁ ମଧ୍ୟ ଶ୍ରବଣ ଶକ୍ତି ହ ୍ରାସ ପାଇଥାଏ ।

Launching Ceremony of “AYUSHMAN BHARAT

Comments are closed.