କୋଣାର୍କ : ପ୍ରଥମେ ସୋସିଆଲ ମିଡ଼ିଆରେ ଆତ୍ମହତ୍ୟା l ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି l ଏଭଳି ଅଘଟଣ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ବଜାରରେ l
ସୂଚନାନୁସାରେ , ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା l ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ବଜାରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଔଷଧ ଦୋକାନୀ ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସେ ମୃତ୍ୟୁ ବେଳର ଲାଇଭ କରି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାଁ ସୁଜିତି ସିହ୍ନା ୪୫ ତାଙ୍କ ଘର ବନ୍ତଳି ଗାଁର । ଖବର ପାଇ ଘଟଣା ସ୍ଥଳରେ ଗୋପପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାଜଣାପଡିଛି ।

Comments are closed.