ଚଳିତ ବର୍ଷ ହେବନି ଗ୍ରାମୀ ଆୱାର୍ଡ୍ସ

ନୂଆଦିଲ୍ଲୀ: ଜାନୁଆରୀ ୦୬: ଗତ କିଛି ବର୍ଷ ହେବ କରୋନାର କାୟା ସମଗ୍ର ବିଶ୍ୱକୁ କରାୟତ କରି ରଖିଥିଲା। ଏଥିପାଇଁ ସାଧାରଣ ଜୀବନ ଚର୍ଜ୍ୟାରେ ବିଶେଷ ପ୍ରଭାବ ପଡିଛି। କରୋନା ପାଇଁ ମନୋରଞ୍ଜନ ବା ସିନେ ଜଗତ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିବା ଅନୁଭବ୍ୟ । ତେବେ କିଛି ଦିନର ବିରାମ ପରେ କରୋନା ପୁଣି ନିଜ କାୟା ବିସ୍ତାର କରିଛି ଓମିକ୍ରନ ଭାରିଆଣ୍ଟ ରୂପରେ । ଏଥିପାଇଁ ସତର୍କ ହୋଇଛନ୍ତି ବିଭିନ୍ନ ରାଜ୍ୟର ସରକାର । ଆଉ ଏଥିପାଇଁ ପାର୍କ, ସିନେମାହଲ ଆଦିରେ କଟକଣାର ପ୍ରଭାବ ପଡିଛି।

ତେଣୁ, ଏଥିପ।ଇଁ ଗ୍ର।ମୀ ଆୱ।ର୍ଡ୍ସ ଇଭେଣ୍ଟକୁ ନେଇ ବର୍ତ୍ତମ।ନ ଏକ ବଡ ନିଷ୍ପତ୍ତି ନିଆଯ।ଇଛି। ଲସ୍ ଆଞ୍ଜେଲସରେ ଆୟୋଜିତ ହେବ।କୁ ଥିବ। ଗ୍ର।ମୀ ଆୱ।ର୍ଡ୍ସ ଇଭେଣ୍ଟକୁ ସ୍ଥଗିତ ରଖ।ଯ।ଇଛି। ଜ।ନୁଆରୀ ୩୧ରେ ଲସ୍ ଏଞ୍ଜଜେଲ୍ସର କ୍ରିପ୍ଟୋ ଡଟ୍ କମ୍ ଏରିନ। ଠ।ରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ।ର ଥିଲ।।

ରେକର୍ଡିଂ ଏକ।ଡେମୀ କହିଛି, ସହର ଏବଂ ର।ଜ୍ୟ ଅଧିକ।ରୀ, ସ୍ୱ।ସ୍ଥ୍ୟ ଏବଂ ନିର।ପତ୍ତ। ବିଶେଷଜ୍ଞ, କଳ।କ।ର ସମ୍ପ୍ରଦ।ୟ ଏବଂ ଆମର ଅନେକ ସହକର୍ମୀଙ୍କ ସହ ବିଚ।ର କରିବ। ପରେ ଏହି କ।ର୍ଯ୍ୟକ୍ରମକୁ ସ୍ଥଗିତ ରଖିବ।କୁ ନିଷ୍ପତ୍ତି ନିଆଯ।ଇଛି। ଗତ ବର୍ଷ ମଧ୍ୟ କୋଭିଡ-୧୯ ହେତୁ ଏହି କ।ର୍ଯ୍ୟକ୍ରମକୁ ସ୍ଥଗିତ ରଖ।ଯ।ଇଥିଲ।।

Govt

Comments are closed.