ଆତଙ୍କବାଦୀଙ୍କ ଟାର୍ଗେଟରେ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ

ସମୟ ଲାଇଭ୍‍,୭/୧୧: ଜୈଶ-ଏ-ମହମ୍ମଦ ହିଟଲିଷ୍ଟରେ କାଶ୍ମୀରର ନବନିଯୁକ୍ତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ ଥିବା ସୂଚନା ମିଳିଛି। କେବଳ ଗିରିଣ ନୁର୍ହନ୍ତି ବରଂ ଅନ୍ୟ ନବନିଯୁକ୍ତ ଜନପ୍ରତିନିଧିମାନେ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଗୋଇନ୍ଦା ବିଭାଗପକ୍ଷରୁ ସୂଚନା ମିଳିଛି। ଗତ ଅକ୍ଟୋବର ୨୯ ତାରିଖରେ ମୁଜାଫରବାଦରେ ଆତଙ୍କବାଦୀଙ୍କ ଏକ ବୈଠକରେ ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।

ତେବେ ଏନେଇ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇପାରନ୍ତି।

Launching Ceremony of “AYUSHMAN BHARAT

Comments are closed.