ବାସ୍ତୁରେ ସକରାତ୍ମକତା

– ସର୍ବଦା ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଗଛ, ପୋଲ୍‌ କିମ୍ବା ପିଲାରକୁ ରଖନ୍ତୁ ନାହିଁ । ସେହିଭଳି ମରିଯାଇଥିବା ଗଛ ଘର ପାଖରେ ରଖନ୍ତୁନି ।

– ଗାଧୁଆଘରର କବାଟ ଓ ସେଠାରେ ଲାଗିଥିବା ଟ୍ୟାପକୁ ସର୍ବଦା ବନ୍ଦ ରଖନ୍ତୁ

ବାସ୍ତୁରେ ସକରାତ୍ମକତା

– ସେହିଭଳି ଘରେ ଆକ୍ୱାରିୟମ୍‌ ରଖିବାକୁ ଚାହୁଁଥିଲେ ଏହାକୁ ଉତ୍ତରପୂର୍ବ ଦିଗରେ ରଖନ୍ତୁ ।

– ଶୋଇବା ସମୟରେ ବ୍ୟବହାର ହେଉନଥିବା ବୈଦୁ୍ୟତିକ ଉପକରଣକୁ ବନ୍ଦ ରଖନ୍ତୁ ।

– ଘରର ପ୍ରବେଶ ଦ୍ୱାର ପାଖରେ ଅଳିଆ ରଖନ୍ତୁ ନାହିଁ ।

ବାସ୍ତୁରେ ସକରାତ୍ମକତା

– ଘରେ କେବେ ବି ଭଙ୍ଗା ବାସନ ବ୍ୟବହାର କରନ୍ତୁ ନାହିଁ ।

– ସୂର୍ଯ୍ୟକିରଣ ଓ ସତେଜ ପବନ ଘରେ ସକରାତ୍ମକତା ଭରିଥାଆନ୍ତି । ତେଣୁ ଘରେ କିଭଳି ସର୍ବଦା ସୂର୍ଯ୍ୟକିରଣ ଓ ପବନ ଯିବା ଆସିବା ହେବ ସେନେଇ ଧ୍ୟାନ ଦିଅନ୍ତୁ । ଏଥିପାଇଁ ଘରର ଝରକା ସର୍ବଦା ଖୋଲା ରଖନ୍ତୁ ।

Govt

Comments are closed.