ମୁମ୍ବ।ଇ: ଫେବୃଆରୀ ୦୫: ସଞ୍ଜୟ ଲୀଳ। ବଂସାଲୀଙ୍କ ଫିଲ୍ମ ଗଙ୍ଗୁବ।ଇ କ।ଠିଆୱ।ଡର ଟ୍ରେଲର୍ ରିଲିଜ୍ ହୋଇଯ।ଇଛି । ସଞ୍ଜୟଙ୍କ ଏହି ଫିଲ୍ମରେ ଆଲିଆଙ୍କ ଚରିତ୍ର ଖୁବ୍ ଦମଦାର ଅନ୍ଦ।ଜରେ ଦେଖ।ଯ।ଇଛି । ଅନ୍ୟପଟେ ଅଜୟ ଦେବଗନ୍ ଜଣେ ମ।ଫିଆ ଡନ୍ ଭୁମିକ।ରେ ନଜର ଆସିଛନ୍ତି । ଏହାର ଡାଇଲଗ ଦର୍ଶକଙ୍କୁ ବେଶ୍ ଆକୃଷc କରୁଥିବା ନଜର ଆସିଛି। ଫିଲ୍ମରେ ଲିଡ୍ ରୋଲରେ ଆଲିଆ ଭଟ୍ଟ ଥିବ।ବେଳେ ତ।ଙ୍କ ଅପର ପକ୍ଷରେ ଅଛନ୍ତି ଅଜୟ ଦେବଗନ୍। ଜବରଦସ୍ତ ଅନ୍ଦାଜରେ ଏଣ୍ଟ୍ରି, ବେବାକ ଡାଇଲଗ, ଇଣ୍ଟ୍ରେଷ୍ଟିଙ୍ଗ ଲୁକ ପାଇଁ ଏହିର କ୍ରେଜ ରହିଥିବା ଚର୍ଚ୍ଚା ହେଉଛି। ଫିଲ୍ମଟି ଆସନ୍ତ। ୨୫ ତ।ରିଖରେ ବଡ ପରଦ।ରେ ରିଲିଜ ହେବ।କୁ ଯ।ଉଛି।

Comments are closed.