ଜଙ୍ଗଲ ରୁ ବନ୍ଧୁକ କାରଖାନା ଠାବ

ମାଲକାନଗିରି : ଘଞ୍ଚ ଜଙ୍ଗଲ ଭିତରୁ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ । ସର୍ଚ୍ଚ ଅପରେସନ ବେଳେ ଛତିଶଗଡ଼ ନାରାୟଣପୁର ଜିଲା ସୋନପୁର କୋହମେଟାଲା ଜଙ୍ଗଲରେ କାରଖାନା ଠାବ କରିଛନ୍ତି ଯବାନ । ବିଏସଏଫ ଓ ଡିଆରଜି ଯବାନ ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେଶନ ଚଳାଇଥିଲେ । ଯବାନଙ୍କୁ ଦେଖି ମାଓବାଦୀ ଫେରାର୍ ହୋଇଯାଇଥିବାବେଳେ ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ସାମଗ୍ରୀ ସହ ଲେଦ ମେସିନ ଓ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ, ସୋଲାର ପ୍ୟାନେଲ, ଭଳି ଅନେକ ଯନ୍ତ୍ରପାତି ଜବତ କରିଛନ୍ତି ଯବାନ ।

Launching Ceremony of “AYUSHMAN BHARAT

Comments are closed.