କର୍ପୋରେଟରୁ ଅଭିନେତ୍ରୀ

0

ଅଭିନେତ୍ରୀ ସୁଭି ଯୋସି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଜଣେ ମିଡିଆ କ୍ରିଏଟରରୁ ସେ ପାଲଟିଛନ୍ତି ଅଭିନେତ୍ରୀ । ୧୯୯୭ରେ ଜନ୍ମିତ ସୁଭି ରିଆଲିଟି କୁଇନ୍ ଭାବେ ମଧ୍ୟ ପରିଚିତ । ସ୍ଲିଟଭିଲାରେ ତାଙ୍କର ପ୍ରଦର୍ଶନ ତାଙ୍କୁଦେଇଥିଲା ଏକ ନୂଆ ପରିଚୟ । ପିଲାଦିନୁ ଖେଳରେ ରୁଚି ରଖିଥିବା ସୁରଭି ବଡ ହେଲା ପରେ ମଡେଲିଂ ଦୁନିଆରେ ପାଦ ଦେଇଥିଲେ । ତେବେ ସ୍କୁଲ ଟାଇମରେ ଡ୍ରାମା, ଡ୍ୟାନ୍ସ ଓ ଅନ୍ୟ ସମସ୍ତ ଆକ୍ଟିଭିଟିରେ ଭାଗ ନେବା ପାଇଁ ଖୁବ ସକ୍ରିୟ ରହୁଥିଲେ । ଏଗୁଡିକ ତାଙ୍କୁ ବଡ ହେଲା ପରେ କ୍ୟାରିୟ କରିବାରେ ଖୁବ ସାହାଯ୍ୟ କରିଛି ବୋଲି ସୁଭି ଅନେକ ସାକ୍ଷାତକାରରେ ମତ ଦେଇଛନ୍ତି । ନିଜ କର୍ପୋରେଟ କ୍ୟାରିୟରକୁ ଛାଡି ସେ ରିସ୍କ ନେଇ ମଡେଲିଂ ଆରମ୍ଭ କରିଥିଲେ । ହେଲେ ପରେ ସେ ଏହାକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରିଥିଲେ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.