ଟର୍ଣ୍ଣିଂ ପଏଣ୍ଟ ଫୋର୍ସ ୩

0

କିଛି ଦିନ ହେବ ଫୋର୍ସ ୩କୁ ନେଇ ଅନେକ ଆଲୋଚନା ଜାରି ରହିଛି । ଏଥିରେ ଦର୍ଶକ ଜନ୍ ଆବ୍ରହମଙ୍କୁ ମେଲ୍ ଲିଡରେ ଦେଖିବାକୁ ପାଇବେ । ତେବେ ସୂଚନା ଅନୁସାରେ ଏହି ଫିଲ୍ମର ଫିମେଲ ଲିଡ ମଧ୍ୟ ଫାଇନାଲ ହୋଇ ସାରିଛନ୍ତି । ଏହି ଫିଲ୍ମରେ ମିନାକ୍ଷୀ ଚୌଧୁରୀଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଜନ୍ଙ୍କ ଭଳି ମିନାକ୍ଷୀଙ୍କର ମଧ୍ୟ ଖୁବ ଆକସନ୍ ପ୍ୟାକ ଚରିତ୍ର ଏଥିରେ ରହିଛି । ବର୍ତ୍ତମାନ ଫିଲ୍ମର ପ୍ରି ପ୍ରଡକସନ୍ କାମ ଆରମ୍ଭ ହୋଇଥିବାନେଇ ସୂଚନା ରହିଛି । ଦର୍ଶକଙ୍କ ଭିତରେ ଖବରଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଫିଲ୍ମରେ ଦର୍ଶକଙ୍କୁ ଏକ ଦେଶୀ ଛୁଙ୍କ ମିଳିବ ବୋଲି ମେକର୍ସ ଆଶା ରଖିଛନ୍ତି । ଫିଲ୍ମକୁ ନେଇ ମିନାକ୍ଷୀ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି, ଫିଲ୍ମଟି ତାଙ୍କ କ୍ୟାରିୟର ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ସେ ମତ ଦେଇଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.