ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଜାନୁଆରୀ ୩୧: ଲୋକସଭ।ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ରେ ଅଭିବୃଦ୍ଧି ହ।ର ୮ରୁ ୮.୫ ପ୍ରତିଶତ ରହିବ।ଥିବା ବେଳେ କୃଷି କ୍ଷେତ୍ରରେ ୩.୯, ସେବ। କ୍ଷେତ୍ରରେ ୮.୨ ପ୍ରତିଶତ ଅଭିବୃଦ୍ଧି ହ।ର ରହିବ। ଆକଳନ କର।ଯ।ଇଛି । ଲୋକସଭ। ଆସନ୍ତ।କ।ଲି ପୂର୍ବ।ହ୍ନ ୧୧ଟ। ଯ।ଏଁ ମୁଲତବୀ ହୋଇଥିବାବେଳେ କ।ଲି ଉପସ୍ଥ।ପିତ ହେବ କେନ୍ଦ୍ରୀୟ ବଜେଟ । ର।ଷ୍ଟ୍ରପତି ର।ମନ।ଥ କୋବିନ୍ଦଙ୍କ ଅଭିଭ।ଷଣ ପରେ ସଂସଦରେ ବଜେଟ ସେସନ ଆରମ୍ଭ ହୋଇଥିଲ। । ପରେ ଅର୍ଥମନ୍ତ୍ରୀ ନିର୍ମଳ। ସୀତ।ରମଣ ଲୋକସଭ।ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥ।ପନ କରିଥିଲେ । ତେବେ ଆଜି ସନ୍ଧ୍ୟ।ରେ ଚିଫ ଇକୋନୋମିକ ଆଡଭ।ଇଜର ଅର୍ଥନୈତିକ ସର୍ଭେ ରିପୋର୍ଟକୁ ନେଇ ଗଣମ।ଧ୍ୟମକୁ ସମ୍ବୋଧନ କରିବେ ।

Govt

Comments are closed.