ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନା

ନୂଆଦିଲ୍ଲୀ: ଫ୍ରେବୃଆରୀ ୦୧: କେନ୍ଦ୍ର ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି ନିର୍ମଳା ସୀତାରମଣ। ଚଳିତ ବର୍ଷର ସମସ୍ତ ଆର୍ଥିକ ବହିଖାତା ହିସାବ ଦେଉଛନ୍ତି ଅର୍ଥମନ୍ତ୍ରୀ। ଦେଶରେ ହୋଇଥିବା ସମସ୍ତ ଖର୍ଚ୍ଚ ଓ ବିକାଶମୁଳକ କାର୍ଯ୍ୟର ସମସ୍ତ ବ୍ୟୟ ଅଟକଳକୁ ସଂସଦରେ ପାଠ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳ। ସୀତ।ରମଣ । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ପେପରଲେସ ବଜେଟ ଉପସ୍ଥ।ପିତ ହେଉଛି । ବଜେଟ ଉପସ୍ଥ।ପନର ସମୟ ପ୍ର।ୟ ଦେଢ ଘଣ୍ଟ।ରୁ ଦୁଇ ଘଣ୍ଟ। ମଧ୍ୟରେ ରହିବ । ତେବେ ୨୦୨୦ରେ ଅର୍ଥମନ୍ତ୍ରୀ ପ୍ର।ୟ ଅଢେଇ ଘଣ୍ଟ। ଧରି ବଜେଟ୍ ଉପସ୍ଥ।ପନ କରି ରେକର୍ଡ କରିଥିଲେ । ଚଳିତ ଥରର ବଜେଟରେ କରୋନା ମୁକାବିଲାରେ ଦେଶ କେତେ ପରିମାଣରେ ନିଜକୁ ସାବ୍ୟସ୍ତ କରିଛି ସେ ନେଇ ଆଲୋଚନା କରାଯିବ ବୋଲି ଆଶା ରହିଛି।

Comments are closed.