ପ୍ରକ।ଶ ପ।ଇଲ। ଚୂଡ।ନ୍ତ ପ୍ର।ର୍ଥୀ ତ।ଲିକ।

ଭୁବନେଶ୍ୱର: ଜାନୁଆରୀ୨୭: ତ୍ରିସ୍ତରୀୟ ପଞ୍ଚ।ୟତ ନିର୍ବ।ଚନ ପ।ଇଁ ପ୍ରକ।ଶ ପ।ଇଲ। ଚୂଡ।ନ୍ତ ପ୍ର।ର୍ଥୀ ତ।ଲିକ।। ର।ଜ୍ୟ ନିର୍ବ।ଚନ କମିଶନ ଏହି ତ।ଲିକ। ପ୍ରକ।ଶ କରିଛନ୍ତି । ୩୬ ହଜ।ର ୫୨୩ ୱ।ର୍ଡ ମେମ୍ବର। ୧୨୬ ସରପଞ୍ଚ , ୩୨୬ ସମିତି ସଭ୍ୟ ଏବଂ ଜଣେ ଜିଲ୍ଲ। ପରିଷଦ ସଭ୍ୟ ନିଦ୍ୱର୍ନ୍ଦରେ ନିର୍ବ।ଚିତ ହୋଇଛନ୍ତି । ବରଗଡର ଅମ୍ବ।ଭୋନ। ବ୍ଲକର ଜୋନ ନମ୍ବର-୨ ର ଜିଲ୍ଲ। ପରିଷଦ ପ୍ର।ର୍ଥୀ କଳ୍ପନ। ପ୍ରଧ।ନ ନିଦ୍ୱର୍ନ୍ଦରେ ନିର୍ବ।ଚିତ ହୋଇଛନ୍ତି । ଏନେଇ ର।ଜ୍ୟ ନିର୍ବ।ଚନ କମିଶନ ସୂଚନ। ଦେଇଛନ୍ତି ।

ବର୍ତ୍ତମ।ନ ୬ହଜ।ର ୬ଶହ ୬୭ ସରପଞ୍ଚ ପ୍ର।ର୍ଥୀ, ୬ହଜ।ର ୪ ଶହ ୬୭ ସମିତି ସଭ୍ୟ ଏବଂ ୮୫୨ ଜଣ ଜିଲ୍ଲ। ପରିଷଦ ପ୍ର।ର୍ଥୀ ଭ।ଗ୍ୟ ପରୀକ୍ଷ। କରିବେ । ସେହିଭଳି ୫୫ହଜ।ର ୩ ଶହ ୬୭ ୱାର୍ଡମେମ୍ବର ପ୍ର।ର୍ଥୀ ନିର୍ବ।ଚନ ଲଢିବେ ।

Comments are closed.