ଚାଷୀଙ୍କ ଋଣ ଛାଡ କରିବେ ପଞ୍ଜାବ ସରକାର!

ପଞ୍ଜାବ: ଡିସେମ୍ବର ୨୪: ପଞ୍ଜ।ବ ରାଜନୀତିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିଛି। ଏହାକୁ ନେଇ ସତର୍କ ହୋଇଛନ୍ତି ପଞ୍ଜାବ ରାଜନେତା। ଭୋଟ ବ୍ୟାଙ୍କରେ ନିଜର ଭୋଟ ଖାତା ଆଗକୁ ରଖିବା ପାଇଁ ପଞ୍ଜାବ ସରକାର ଏକ ନୂଆ ଉପାୟ ଆପଣେଇଥିବା ନଜରକୁ ଆସିଛି। ନିକଟରେ ଚ।ଷୀମ।ନଙ୍କର ଦୁଇ ଲକ୍ଷ ଟଙ୍କ। ପର୍ଯ୍ୟନ୍ତ ଋଣ ଛ।ଡ କରିବା ନେଇ ଘୋଷଣା କରିଛନ୍ତି ପଞ୍ଜ।ବ ସରକ।ର । ପଞ୍ଜ।ବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଏନେଇ ଘୋଷଣ। କରି କହିଛନ୍ତି, ପଞ୍ଜ।ବ ସରକ।ର ଚ।ଷୀମ।ନଙ୍କର ୨ ଲକ୍ଷ ଟଙ୍କ। ପର୍ଯ୍ୟନ୍ତ ଋଣ ଛ।ଡ କରିବ।କୁ ନିଷ୍ପତି ନେଇଛନ୍ତି । ଖାଲି ସେତିକି ନୁହେଁ ଏମିତି କି ବନ୍ଧକ ରହିଥିବ। ଜମିକୁ ମଧ୍ୟ ମୁକ୍ତ କର।ଯିବ ।

ଛ।ଡ ଟଙ୍କ। ଚ।ଷୀଙ୍କ ଆକ।ଉଂଟରେ ୧୦ ରୁ ୧୫ ଦିନ ମଧ୍ୟରେ ଜମ। ହୋଇଯିବ । ଏଥିପ।ଇଁ ୨ ହଜ।ର କୋଟି ଟଙ୍କ। ଖର୍ଚ୍ଚ କର।ଯିବ ବୋଲି କହିଛନ୍ତି ଚନ୍ନି। ଜମିହୀନ ମଜୁରୀଆ ଏବଂ ଅନୁସୂଚିତ ଜ।ତି ସମ୍ପ୍ରଦ।ୟର ଲୋକଙ୍କର ମଧ୍ୟ ଋଣ ଛ।ଡ କର।ଯିବ । ଚରଣଜିତ୍ ସିଂ କହିଛନ୍ତି ଯେ କୃଷକମ।ନଙ୍କର ବ।କି ଋଣ ଛ।ଡ ଉପରେ ମଧ୍ୟ କ୍ୟ।ବିନେଟ୍ ଗୁରୁତ୍ୱ ଦେଇଛି ।

Launching Ceremony of “AYUSHMAN BHARAT

Comments are closed.