ଭୁବନେଶ୍ୱର: ଭୁବନେଶ୍ୱରରେ ନକଲି ସିମେଣ୍ଟ କାରଖାନା ଠାବ । ବରଗଡ଼ ଥାନା ଟଙ୍କପାଣି ରୋଡରେ ଥିବା ଏହି ନକଲି ସିମେଣ୍ଟ କାରଖାନାକୁ ପୋଲିସ ଠାବ କରିଛି । ଏଠାରେ ନାମିଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ପାଉଁଶ ମିଶାଇ ନକଲି ସିମେଣ୍ଟ ତିଆରି ଚାଲିଥିଲା । ଏକ ପୁରୁଖା ବ୍ରାଣ୍ଡର ନାଁରେ ଓଡିଶା ମାର୍କେଟରେ ଚାଲିଥିଲା ସିମେଣ୍ଟ ବିକ୍ରି । ନକଲି ସିମେଣ୍ଟ ବିଷୟରେ ପୋଲିସ ଖବର ପାଇ, ଚଢ଼ାଉ କରିଥିଲା ବଡ଼ଗଡ଼ ଥାନା ପୋଲିସ ।

Comments are closed.