ସମୟ ଲାଇଭ୍,୧୯/୧୨: ବଲିଉଡ଼ ହେଉ କି ଟଲିଉଡ୍ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରି କାଳକାରଙ୍କ ପାଇଁ ପୋଷାକ ପ୍ରସ୍ତୁତ କରାଯାଇଥାଏ।![]()
ଖାସ୍ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା କଳାକାରମାନେ ଏହି ବ୍ୟୟବହୁଳ ପୋଷାକ ପିନ୍ଧିଥା’ନ୍ତି। ତେବେ ଆପଣ ଜାଣିଛନ୍ତି କି, ଫିଲ୍ମ ସୁଟିଂ ପରେ ଏହି ପୋଷାକଗୁଡ଼ିକ କ’ଣ କରାଯାଏ।
ଏହି ପୋଷାକ ଗୁଡ଼ିକ ନିଲାମ କରାଯାଇଥାଏ।
ଅଧିକ ଅର୍ଥ ଦେଇ ଫ୍ୟାନମାନେ ନିଜ ପସନ୍ଦର କଳାକାରଙ୍କ ପୋଷାକକୁ କିଣି ନେଇଥା’ନ୍ତି। ତେବେ ଏଥିରୁ ମିଳୁଥିବା ଅର୍ଥ ଅଧିକାଂଶ ସମୟ ପ୍ରଯୋଜକ ବିଭିନ୍ନ ଏନଜିଓକୁ ଦାନ କରିଥା’ନ୍ତି ଯାହାଦ୍ୱାରା ଏହା ଉଚିତ୍ ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଇପାରିବ।![]()
ସେହିପରି ଅନେକ ସମୟରେ ସିନିୟର କଳାକାରଙ୍କ ପୋଷାକ ସେହି ଫିଲ୍ମର ଜୁନିଅର କଳାକାରଙ୍କୁ ବ୍ୟବାହର କରିବାକୁ ଦିଆଯାଇଥାଏ।![]()
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କିଛି ପୋଷାକ ଏପରି ହୋଇଥାଏ ଯାହା ଖୋଦ୍ କଳାକାର ନିଜେ ନିଜ ପାଖରେ ରଖିବାକୁ ପସନ୍ଦ କରନ୍ତି ଓ ଘରକୁ ନେଇଯାଆନ୍ତି।


ଅଧିକ ଅର୍ଥ ଦେଇ ଫ୍ୟାନମାନେ ନିଜ ପସନ୍ଦର କଳାକାରଙ୍କ ପୋଷାକକୁ କିଣି ନେଇଥା’ନ୍ତି। ତେବେ ଏଥିରୁ ମିଳୁଥିବା ଅର୍ଥ ଅଧିକାଂଶ ସମୟ ପ୍ରଯୋଜକ ବିଭିନ୍ନ ଏନଜିଓକୁ ଦାନ କରିଥା’ନ୍ତି ଯାହାଦ୍ୱାରା ଏହା ଉଚିତ୍ ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଇପାରିବ।

Comments are closed.