ଇଂଲଣ୍ଡ କ୍ରିକେଟର୍ ବ୍ରୁକ୍ IPLରୁ ୨ ବର୍ଷ ପାଇଁ_ବ୍ୟାନ୍

ସମୟ ବ୍ୟୁରୋ:ଇଂଲଣ୍ଡ କ୍ରିକେଟର୍ ହାରି ବ୍ରୁକ୍ IPLରୁ ୨ ବର୍ଷ ପାଇଁ ବ୍ୟାନ୍ ହୋଇଛନ୍ତି।ବ୍ରୁକ୍ ୨ ବର୍ଷ ପାଇଁ IPLରେ କୌଣସି ମ୍ୟାଚ୍ ଖେଳି ପାରିବେନି।IPL ଆରମ୍ଭ ହେବା ପୂର୍ବରୁ ନାଁ ପ୍ରତ୍ୟାହାର କରିଥିଲେ ହାରି ବ୍ରୁକ୍। ବିସିସିଆଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦୁଇଟି ସିଜନ ପାଈଁ ସେ ବ୍ୟାନ ହୋଇଛନ୍ତି । ବର୍ଷ 2025 ଏବଂ 2026 ପାଈଁ ସେ ଆଇପିଏଲ ଖେଳି ପାରିବେ ନାହିଁ।

ତେବେ ଆସନ୍ତା ମାର୍ଚ୍ଚ ୨୨ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍, ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଟୁର୍ଣ୍ଣାମେଣ୍ଟ ସମୟରେ ସରୋଗେଟ୍ ବିଜ୍ଞାପନ ସମେତ ସମସ୍ତ ପ୍ରକାରର ତମାଖୁ ଏବଂ ମଦ୍ୟପାନ ପ୍ରଚାରକୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

Launching Ceremony of “AYUSHMAN BHARAT

Comments are closed.