ଆୟୁଷ ହସ୍ପିଟାଲରେ ମିଳିବ ନିଦାନ ସେବା

0

ଭୁବନେଶ୍ୱର : ଆୟୁଷ ହସ୍ପିଟାଲ ଓ ଡିସପେନସାରୀରେ ମିଳିବ ନିଦାନ ସେବା। ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାରେ ଏହି ସେବା ମିଳିବ। ରାଜ୍ୟର ୯ଟି ମେଡିକାଲ କଲେଜରେ ଏହି ସେବା ମିଳିବ। ୧୧ ଶହରୁ ଅଧିକ ଡିସପେନସାରୀରେ ମିଳିବ ନିଦାନ ସେବା। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଜାରି କରିଛନ୍ତି।

Govt
Leave A Reply

Your email address will not be published.