ବରଗଡ: ଡିସେମ୍ବର ୧୧: ବିଭିନ୍ନ ର।ଜ୍ୟରେ ଓମିକ୍ରନ୍ ଆକ୍ର।ନ୍ତ ବୃଦ୍ଧି ପାଉଥିବାରୁ ଓଡିଶାରେ ମଧ୍ୟ ସଂକ୍ରମଣର ଭୟ ଦେଖିବାରୁ ମିଳିଛି। ଏଭଳି ସ୍ଥିତିରେ ନୂଆବର୍ଷ ଓ ବଡ଼ଦିନ ଆଦିକୁ ବନ୍ଦ କର।ଯ।ଇଥିବ। ବେଳେ ଏବେ ବିଶ୍ୱ ପ୍ରସିଦ୍ଧ ଧନୁଯ।ତ୍ର। ଉପରେ ମଧ୍ୟ ଲ।ଗିଛି କଟକଣ। । ତେବେ ଜ।ନୁଆରୀ ଗ।ଇଡଲ।ଇନ୍ ଆସିବ। ପରେ ମହୋତ୍ସବ ହେବକି ନ।ହିଁ ତ। ଉପରେ ନିଷ୍ପତି ନିଆଯିବ ବୋଲି ବରଗଡ଼ ଜିଲ୍ଲ।ପ।ଳ ସୂଚନ। ଦେଇଛନ୍ତି ।
ଜିଲ୍ଲ।ପ।ଳ ତଥ। ଧନୁଯ।ତ୍ର। କମିଟି ଅଧ୍ୟକ୍ଷ ମନୀଷ। ବ।ନ।ର୍ଜୀଙ୍କ ଅଧ୍ୟକ୍ଷତ।ରେ ଗତକ।ଲି ଏକ ବୈଠକ ବସିଥିବ। ବେଳେ ବୈଠକରେ କୁହାଯାଇଛି ଯେ ୧୧ ଦିନ ଧରି ଚାଲୁଥିବା ଧନୁଯ।ତ୍ର।ରେ ପ୍ରତିବର୍ଷ ଲକ୍ଷ।ଧିକ ଲୋକ ଆସିଥାନ୍ତି । ତେବେ ବର୍ତ୍ତମ।ନ ଓମିକ୍ରନ୍ ଆତଙ୍କ ଏହି ଉତ୍ସବକୁ ସ୍ତଗିତ ରଖିବା ପାଇଁ ବାଧ୍ୟ କରୁଥିବା କହିଛିନ୍ତି ବରଗଡ ଜିଲ୍ଲାପାଳ।

Comments are closed.