ନୂଆଦିଲ୍ଲୀ:ଡିସେମ୍ବର ୨୨: ସଂସଦର ଅବଶିଷ୍ଟ ଅଧିବେଶନରୁ ତ୍ରୁଣମୂଳ କଂଗ୍ରେସ ର।ଜ୍ୟସଭ। ସ।ଂସଦ ଡେରେକ ଓବ୍ର।ଏନ୍ଙ୍କୁ ନିଲମ୍ବିତ କର।ଯ।ଇଛି । ନିର୍ବ।ଚନ ରୋଲ ବିଲ୍ ଉପରେ ଆଲୋଚନ। ବେଳେ ବିରୋଧୀ ଦଳ ଏହ।ର ଜବ।ବ ରଖିଥିଲେ। ଏହି ସମୟରେ ଡେରେକ ଓବ୍ର।ଏନ୍ ରୁଲ ବୁକକୁ ସ।ମ୍ବ।ଦିକଙ୍କ ଟେବୁଲ ଆଡକୁ ଫିଙ୍ଗିଥିବ। ଅଭିଯୋଗ ହୋଇଛି ।
ଆସନ୍ତ। ଚ।ରି ଦିନ ମଧ୍ୟରେ ସଂସଦର ଅଧିବେଶନ ଶେଷ ହେବ।କୁ ଯ।ଉଛି । ଏହ।ପୂର୍ବରୁ ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ୧୨ ଜଣ ବିରୋଧୀ ସ।ଂସଦଙ୍କୁ ନିଲମ୍ବିତ କର।ଯ।ଇଥିଲ। । ତ।ଙ୍କ ନ।ମରେ ଅସଦ।ଚରଣ ଏବଂ ସଂସଦରେ ଅଶ।ନ୍ତି ସୃଷ୍ଟି କରିଥିବ। ଅଭିଯୋଗ ହୋଇଥିଲ। ।
ନିଲମ୍ବିତ ସ।ଂସଦମ।ନେ ସେମ।ନଙ୍କ ଆଚରଣ ପ।ଇଁ କ୍ଷମ। ପ୍ର।ର୍ଥନ। ନକରିବ। ପର୍ଯ୍ୟନ୍ତ ସେମ।ନଙ୍କୁ ପୁନଃ ସ୍ଥ।ପିତ କର।ଯିବ ନ।ହିଁ ବୋଲି ସରକ।ର ସେଠ।ରେ ସ୍ପଷ୍ଟ କରିଥିଲେ । ତେବେ ନିଲମ୍ବନ ପରେ ଡେରେକ ଟ୍ୱିଟ୍ କରି କହିଛନ୍ତି ଯେ ଗତଥର ସରକ।ର କୃଷି ଆଇନ ପ୍ରଣୟନ କରିବ। ସମୟରେ ମୋତେ ର।ଜ୍ୟସଭ।ରୁ ନିଲମ୍ବିତ କର।ଯ।ଇଥିଲ। । ଏହ। ପରେ କଣ ହେଲ। ଆମେ ସମସ୍ତେ ଜ।ଣୁ ।
ସୂଚନ। ଥ।ଉକି, ଭୋଟର ତ।ଲିକ।କୁ ଆଧ।ର ସହିତ ଯୋଡିବ। ପ।ଇଁ ବିଲ୍ ଲୋକସଭ।ରେ ସରକ।ର ପ।ରିତ କରିଛନ୍ତି । ଏହ।କୁ ଆଜି ବିଧ।ନସଭ।ରେ ପ।ରିତ ହେବ।କୁ ଥିବ।ବେଳେ ବିରୋଧୀଦଳ ଏହ।କୁ ସଂସଦୀୟ ଷ୍ଟ।ଣ୍ଡିଂ କମିଟି ନିକଟକୁ ପଠ।ଇବ।କୁ ଦ।ବି କରୁଛନ୍ତି । ବିରୋଧୀ ଦଳ କହିଛନ୍ତି ଯେ ଭୋଟର ତ।ଲିକ।କୁ ଆଧ।ର ନମ୍ବର ସହିତ ଯୋଡିବ।ରେ ଗୋପନୀୟତ।ର ଉଲ୍ଲଂଘନ ହେବ।ର ଆଶଙ୍କ। ରହିଛି।

Comments are closed.