ମେଡ଼ିସିନ୍‍ ନୁହେଁ ସ୍ୱତନ୍ତ୍ର ଡ଼ାଏଟ କରିବ ଆପଣଙ୍କୁ ଅବସାଦମୁକ୍ତ

ସମୟ ଲାଇଭ୍‍,୧୨/୧୦: ଆଜିକାଲିର ପ୍ରତିଯୋଗିତା ଜୀବନଯାପନ ପ୍ରଣାଳୀରେ ଅନେକ ଲୋକ ବିଷାଦର ଶିକାର ହୁଅନ୍ତି। ବିଷାଦ ଦୂର କରିବା ପାଇଁ ଆଣ୍ଟି ଡ଼ିପ୍ରେସନ ମେଡ଼ିସିନର ଆବଶ୍ୟକତା ପଡ଼ିଥାଏ। ତେବେ ମାନସିକ ଅବସାଦ ମଣିଷ ପାଇଁ ଯେତିକି କ୍ଷତିକାରକ ଏହାର ପ୍ରତିକାର ପାଇଁ ବ୍ୟବହୃତ ରାସାୟନିକ ଔଷଧର ବିଭିନ୍ନ ପାର୍ଶ୍ବପ୍ରତିକ୍ରିୟା ରହିଛି। ତେବେ ଏସବୁରୁ ମୁକୁଳିବା ପାଇଁ ଆପଣାନ୍ତୁ ସ୍ୱତନ୍ତ୍ର ଡ଼ାଏଟ। ଏହାଫଳରେ ଆପଣ ଉଭୟ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହିପାରିବେ।
ବିଷାଦମୁକ୍ତ ରହିବା ପାଇଁ ମଦ୍ୟ ବା କଫି /ଚା’ ପିଇବା ଛାଡ଼ିଦିଅନ୍ତୁ।


ପ୍ରତ୍ୟହ ଉଷୁମ କ୍ଷୀର ପିଅନ୍ତୁ।


ଅଳ୍ପ ଅଳ୍ପ କରି ପ୍ରତି ଦୁଇଘଣ୍ଟାରେ କିଛି କିଛି ପୌଷ୍ଟିକ ଆହାର ଖାଆନ୍ତୁ।

 

 

ଜଙ୍କଫୁଡ଼୍‍ ଖାଇବା ତ୍ୟାଗ କରନ୍ତୁ।
ତାଜା ଫଳ, ସବୁଜ ପନିପରିବା ଓ ଡ଼ାଲିଜାତୀୟ ଖାଦ୍ୟ ଗ୍ରହଣ କରନ୍ତୁ।
ଯଥେଷ୍ଟ ପାଣି ପିଅନ୍ତୁ।

 


ଅଧିକ ଶର୍କରାଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

Launching Ceremony of “AYUSHMAN BHARAT

Comments are closed.