ଶୀତଦିନେ ରୁପି ସମସ୍ୟା

ରୁପି ଏକ ସାଧାରଣ ସମସ୍ୟା ଯାହା ଶୀତ ଦିନେ ବେଶୀ ଦେଖାଦେଇଥାଏ । ଋତୁଚକ୍ର ପରି ରୁପି ବି ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା କି;ୁ ଠିକ୍‌ ସମୟରେ ରୁପିର ଉପଚାର ନକଲେ, ଏହା କାନ, କପାଳ, ନାକ, ଭ୍ରୁଲତା ଓ ଗାଲ ଆଡ଼କୁ ମଧ୍ୟ ବ୍ୟାପି ଯାଇଥାଏ । ତେବେ ରୁପିର ଲକ୍ଷଣ ଓ ଏହା ଅଧିକ ଦିନ ରହିଲେ, ଏହାର ଚିକିତ୍ସା କିପରି କରିବେ, ଏ ବିଷୟରେ ଆସ;ୁ ଜାଣିବା ।

ରୁପି ଦୁଇ ପ୍ରକାରର, ଶୁଷ୍କ ରୁପି ଏବଂ ତେଲିଆ ରୁପି । ଶୁଖିଲା ରୁପି ଛୋଟ ଛୋଟ ଆକାରରେ ବାହାରିଥାଏ । କି;ୁ ତେଲିଆ ରୁପିରେ ବକଳ ପରି ଖୋଳ ଛାଡ଼ିଥାଏ ।

ଲକ୍ଷଣ:
ମୁଣ୍ଡରେ ଘା’ ହେବା, ଲାଲ୍‌ ହୋଇ ଫଳିଯିବା, କେଶ ଝଡ଼ିବା,ମୁଣ୍ଡ ଗନ୍ଧ ହେବା ପରି ଲକ୍ଷଣ ପ୍ରକାଶ ପାଇଥାଏ । ମୁଣ୍ଡ, କାନ, ବେକ ଓ କାନ୍ଧ ଉପରେ ଏହା ଦେଖାଯାଇଥାଏ ।
କାରଣ

Dandruff problem in winter season

ବ୍ୟାକେଫରିଆଲ୍‌ ଇନେ®କସନ୍‌ କିମ୍ବା ଫଙ୍ଗାଲ୍‌ ଇନଫେକସନ୍‌ ଦ୍ୱାରା ରୁପି ବ୍ୟାପିଥାଏ । ତେବେ ରୁପି ହେଲେ ଶରୀରକୁ କୌଣସି କ୍ଷତି ପହଞ୍ଚେ ନାହିଁ ।
ଚିକିତ୍ସା ପଦ୍ଧତି

୧. ଔଷଧ ଖାଇଲେ ଏହା ଭଲ ହୋଇପାରିବ

୨. ବାହାର ସାମ୍ପୋ ବ୍ୟବହାର ନକରି ଆଣ୍ଟି ଫଙ୍ଗାଲ୍‌ ସାମ୍ପୋ ବ୍ୟବହାର କର;ୁ ।

୩. ସପ୍ତାହରୁ ଦୁଇଥର ସାମ୍ପୋ କର;ୁ । ଯଦି ଅଧିକ ରୁପି ଅଛି, ତେବେ ଦିନେ ଛାଡ଼ି ଦିନେ ସାମ୍ପୋ କର;ୁ । ତେବେ ଏହିସବୁ ସାମ୍ପୋକୁ ଅଧିକ ସମୟ ମୁଣ୍ଡରେ ଲଗାଇ ରଖ;ୁ ନାହିଁ । ଅଧିକ ସମୟ ରଖିଲେ, ପାଶ୍ୱର୍ ପ୍ରତିକ୍ରିୟା ହେବାର ଆଶଙ୍କା ରହିଥାଏ ।

Dandruff problem in winter season

୪. ଯଦି ପାରୁଛନ୍ତି, ଲେମ୍ବୁ କିମ୍ବା ଅଣ୍ଡା ମାଧ୍ୟମରେ ଘରୋଇ ଉପଚାର କରିପାରିବେ । ତେବେ ଏସବୁ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କର;ୁ ।

Govt

Comments are closed.