ନୂଆଦିଲ୍ଲୀ: ଫେବୃଆରୀ ୦୩: ଆରମ୍ଭ ହୋଇଛି କରୋନ। ଭ।ଇରସ୍ ଟିକ। ଜ।ଇକଭ୍-ଡିର ଯୋଗ।ଣ । ଏହା ତୃତୀୟ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକ। । ତେବେ ପ୍ରତି ଡୋଜର ମୂଲ୍ୟ ୨୬୫ ଟଙ୍କ। ରଖାଯାଇଥିବା ବେଳେ ଡୋଜ୍ ନେବ। ପ।ଇଁ ଆପ୍ଲିକେଟରର ମୂଲ୍ୟ ୯୩ ଟଙ୍କ। ରଖ।ଯ।ଇଛି । ତେଣୁ ପ୍ରତି ଡୋଜର ମୋଟ୍ ମୂଲ୍ୟ ୩୫୮ ଟଙ୍କ। କରାଯାଇଛି ।
ଡିସିଜିଆଇ ଅନୁମତି ହିସାବରେ ଜ।ଇକଭ୍-ଡି ୧୨ ବର୍ଷରୁ ଅଧିକ ବୟସର ପିଲ।ଙ୍କୁ ଦିଆଯିବ । ଏହି ଟିକ।ର ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଏବଂ ୫୬ ଦିନ ପରେ ତୃତୀୟ ଡୋଜ୍ ଦିଆଯିବ । ଜ।ଇଡସ୍ କ।ଡିଲ। ଟିକ।କୁ ପ୍ରଥମେ ୨୮ ହଜ।ର ସ୍ୱେଚ୍ଛ।ସେବୀଙ୍କଠ।ରେ ପରୀକ୍ଷ। କରିଛି । କମ୍ପ।ନୀ ଅନୁସ।ରେ ଏହି ଟିକ। କରୋନ। ଭ।ଇରସ୍ ବିରୋଧରେ ୬୬ ଦଶମିକ ୬୦ ପ୍ରତିଶତ ପ୍ରଭ।ବଶ।ଳୀ ।
Comments are closed.