ବହୁ ଚର୍ଚ୍ଚିତ ଚୁନ। ହତ୍ୟ।କ।ଣ୍ଡ ମ।ମଲ।: ୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲ।ସ

କଟକ: ଫେବୃଆରୀ ୫: ବହୁ ଚର୍ଚ୍ଚିତ ଚୁନ। ଓରଫ ମ।ଲିକ ହନନ୍ ହତ୍ୟ।କ।ଣ୍ଡ ମ।ମଲ।। ହ।ଇକୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲ।ସ କରିଛନ୍ତି । ଏହି ୬ ଅଭିଯୁକ୍ତ ଦୋଷୀ ସ।ବ୍ୟସ୍ତ ହୋଇ ଆଜୀବନ କ।ର।ଦଣ୍ଡ ଭୋଗୁଥିଲେ । ନିର୍ଦ୍ଦୋଷରେ ଖଲ।ସ ହୋଇଥିବ। ଅଭିଯୁକ୍ତମ।ନେ ହେଲେ ସେକ୍ ହ।ଇଦରର ସହଯୋଗୀ ଅବଦୁଲ ନଇମ ଖ।ନ୍, ସେକ୍ ରୋମ।ନ, ମୀର ଅସ୍କର, ଶିବ ପ୍ରସ।ଦ ମହ।ନ୍ତି, ସୁଦ।ମ ସୁନ୍ଦର ଶତପଥୀ ଓ ନ।ସିରୁଦ୍ଦିନ ଅହମ୍ମଦ ।

ସ।କ୍ଷୀ ପ୍ରମ।ଣ ଅଭ।ବରୁ ହ।ଇକୋର୍ଟ ଏମ।ନଙ୍କୁ ନିର୍ଦ୍ଦୋଷରେ ଖଲ।ସ କରିଛନ୍ତି । ଏ ସଂପର୍କିତ ମ।ମଲ।ର ଶୁଣ।ଣି କରି ଭୁବନେଶ୍ୱର ଅତିରିକ୍ତ ଦୌର। ଜଜ୍ ଅଦ।ଲତଙ୍କ ୨୦୧୧, ମ।ର୍ଚ୍ଚ ୧୬ର ଦଣ୍ଡ।ଦେଶ ର।ୟକୁ ରଦ୍ଦ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.