ପୁରୀ: ଡିସେମ୍ବର ୧୭: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣ।ରେ କ୍ର।ଇମବ୍ର।ଞ୍ଚର ତଦନ୍ତ । ଗୁରୁବ।ର ଚିତ୍ତଙ୍କ ପରିବ।ର ଲୋକଙ୍କ ବୟ।ନ ରେକର୍ଡ ସହ ଅଟକ ଥିବ। ଜଗ।, ସଞ୍ଜୟ ଦ।ସବର୍ମ।ଙ୍କ ପିଏସଓ ସର୍ବେଶ୍ୱର ଜେନ। ଓ ଅନ୍ୟ ସହଯୋଗୀମ।ନଙ୍କୁ ପୁରୀ ବ।ସେଳୀସ।ହି ଥ।ନ।ରେ ପଚର।ଉଚର। କରିଥିଲ। । ଏହ। ପରେ ଶୁକ୍ରବ।ର ଜଗ।ର ମ।ଟିଆପଡ। ସ୍ଥିତ ଭଡ।ଘରେ କ୍ର।ଇମବ୍ର।ଞ୍ଚ ତନ।ଘନ। ଆରମ୍ଭ କରିଛି।ତେବେ ଏହି କ୍ରାଇମବ୍ରାଞ୍ଚର ତଦନ୍ତ ପରେ କଣ ଆସିବ ପ୍ରକୃତ ସତ୍ୟ ତାରି ଉପରେ ସମସ୍ତଙ୍କ ନଜର।

Comments are closed.