ଶିଶୁୁ ଦିବସରେ ଚକୋଲେଟ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ‘ମୋ ସ୍କୁଲ ଆପ୍‍’ର ବି କରିଲେ ଉନ୍ମୋଚନ

ସମୟ ଲାଇଭ,୧୪/୧୧:ଆଜି ହେଉଛି ଶିଶୁ ଦିବସ। ସାରା ଭାରତବର୍ଷରେ ଏହି ଦିନଟିକୁ ସବୁ ଶିକ୍ଷାନୁଷ୍ଠାନରେ ପାଳନ କରାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହି ଦିବସରେ ଛୋଟଛୋଟ ପିଲାମାନଙ୍କ ସହ ପାଳିଛିନ୍ତି ଶିଶୁ ଦିବସ। ନବୀନ ନିବାସରେ କୁନିକୁନି ପିଲାମାନଙ୍କ ସହ ନବୀନ ପଟ୍ଟନାୟକ ଚକୋଲେଯ ବାଣ୍ଟିଛନ୍ତି। ଏହା ସହ ପିଲାମାନଙ୍କର ସୁନ୍ଦର ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ସୁନ୍ଦର ବାର୍ତ୍ତା। ସେହିପରି ଆଜି ସଚିବାଳୟରେ ‘ମୋ ସ୍କୁଲ’ ମୋବାଇଲ ଆପ ମଧ୍ୟ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ।

Launching Ceremony of “AYUSHMAN BHARAT

Comments are closed.